Base Word
בִּנּוּי
Short DefinitionBinnui, an Israelite
Long Definitionan exile returnee with Zerubbabel, son of Henadad, who assisted at the reparation of the wall of Jerusalem, under Nehemiah
Derivationfrom H1129; built up
International Phonetic Alphabetbɪnˈnuːj
IPA modbiˈnuj
Syllablebinnûy
Dictionbin-NOO
Diction Modbee-NOO
UsageBinnui
Part of speechn-pr-m

ଏଜ୍ରା 8:33
ଏହାପରେ ଚତୁର୍ଥଦିନ ସହେି ରୂପା ଓ ସୁନାପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ରେ ତୌଲାୟାଇ ଊରିଯ ଯାଜକର ପୁତ୍ର ମରମୋେତ୍ ହସ୍ତ ରେ ଦିଆଗଲା। ତାହା ସଙ୍ଗେ ପୀନହସର ପୁତ୍ର ଏଲିଯାସର ଥିଲା। ସମାନଙ୍କେ ସଙ୍ଗେ ଯଶୂେଯର ପୁତ୍ର ୟୋଷାବଦ୍ ଓ ବିନ୍ନୂଯିର ପୁତ୍ର ନୋଯଦିଯ ଏହି ଲବେୀୟମାନେ ଥିଲେ।

ଏଜ୍ରା 10:30
ଆଉ ପହତ୍ ମାୟୋବର ବଂଶଧରଗଣ ମଧ୍ଯରୁ ଅଦନ ଓ କଲାଲ୍, ବନାଯ, ମା ସଯେ, ମତ୍ତିନିଯ, ବତ୍ସଲଲେ ଓ ବିନ୍ନୁଯୀ ଓ ମନଶି।

ଏଜ୍ରା 10:38
ଏବଂ ବିନ୍ନୁଯି, ଶିମିଯିର ଭବିଷ୍ଯତ୍ ବଂଶଧର ମଧ୍ଯରୁ

ନିହିମିୟା 3:24
ତା'ପରକୁ ହନୋଦଦର ପୁତ୍ର ବନ୍ନେୁଯୀ ଅସରିଯର ଗୃହଠାରୁ ପ୍ରାଚୀର ବାଙ୍କ ଓ କୋଣ ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।

ନିହିମିୟା 7:15
ବିନ୍ନୁଯିର ବଂଶଧର 648 ଜଣ।

ନିହିମିୟା 10:9
ଲବେୀୟଗଣ ଯଥା: ଅସନିଯର ପୁତ୍ର ଯଶୂେଯ, ହନୋଦଦର ସନ୍ତାନଗଣ ମଧ୍ଯରୁ ବିନ୍ନୁଯି ଓ କଦ୍ମିଯେଲ୍।

ନିହିମିୟା 12:8
ଲବେୀୟମାନେ ଯଥା: ଯଶୂେଯ, ବିନୁଯି, କଦ୍ମୀଯଲେ, ଶେ ରବେିଯ, ଯିହୁଦା ଓ ମତ୍ତନିଯ। ଏହି ମତ୍ତନିଯ ଓ ତାହାର ଭାତୃଗଣ ପ୍ରଶଂସାର୍ଥକ ଗୀତର ମୁଖ୍ଯ ଥିଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்