Base Word
βιωτικός
Short Definitionrelating to the present existence
Long Definitionpertaining to life and the affairs of this life
Derivationfrom a derivative of G0980
Same asG0980
International Phonetic Alphabetβi.o.tiˈkos
IPA modvi.ow.tiˈkows
Syllablebiōtikos
Dictionvee-oh-tee-KOSE
Diction Modvee-oh-tee-KOSE
Usageof (pertaining to, things that pertain to) this life

ଲୂକଲିଖିତ ସୁସମାଚାର 21:34
ସାବଧାନ ରୁହ। ତୁମ୍ଭମାନେେ ମଦ୍ଯପାନ କରି ମାତାଲ ହାଇେ ନିଜ ସମୟ ନଷ୍ଟ କରନାହିଁ। ସାଂସାରିକ ବସ୍ତୁଗୁଡିକ ବିଷୟ ରେ ଅତ୍ଯଧିକ ଚିନ୍ତିତ ହାଇେ ପଡନାହିଁ। ସଭେଳେ କଲେ ତୁମ୍ଭମାନେେ ଜଡ ହାଇଯେିବ ଓ ଉଚିତ କଥା କବେେ ଭାବି ପାରିବ ନାହିଁ। ଏବଂ ତୁମ୍ଭମାନେେ ପ୍ରସ୍ତୁତ ନଥିବା ବେଳେ ଅନ୍ତିମକାଳ ଆସି ଯାଇପା ରେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:3
ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ, ଭବିଷ୍ଯତ ରେ ଆମ୍ଭେ ସ୍ବର୍ଗଦୂତମାନଙ୍କର ମଧ୍ଯ ବିଚାର କରିବା। ତା' ହେଲେ ନିଶ୍ଚିତ ରେ ତୁମ୍ଭମାନେେ ଏହି ଜାଗତିକି ବିଷୟ ଗୁଡ଼ିକର ବିଚାର କରିପାରିବ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:4
ଅତଏବ, ଯଦି ତୁମ୍ଭମାନଙ୍କ ଭିତ ରେ କିଛି ବିବାଦ ଅଛି, ତାହାହେଲେ ତୁମ୍ଭମାନେେ କାହିଁକି ମଣ୍ଡଳୀ ବାହାରର ଲୋକଙ୍କ ନିକଟକୁ ସେଥିର ମୀମାଂସା ପାଇଁ ୟିବ ? ଏହି ଲୋକମାନେ ମଣ୍ଡଳୀ ଦୃଷ୍ଟିରୁ ନଗଣ୍ଯ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்