Base Word
Ἀσία
Literalorient
Short DefinitionAsia, i.e., Asia Minor, or (usually) only its western shore
Long DefinitionAsia proper or proconsular Asia embracing Mysia, Lydia, Phrygia, and Caria, corresponding closely to Turkey today
Derivationof uncertain derivation
Same as
International Phonetic Alphabetɑˈsi.ɑ
IPA modɑˈsi.ɑ
Syllableasia
Dictionah-SEE-ah
Diction Modah-SEE-ah
UsageAsia

ରେରିତମାନଙ୍କ କାର୍ଯ୍ୟର ବିବରଣ 2:9
ଆମ୍ଭେ ଏଠାରୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛୁ। ପାର୍ଥୀୟ, ମାଦୀୟ ଓ ଏଲାମୀୟ ପୁଣି ମସପେତାମିଆର ଲୋକମାନେ,

ରେରିତମାନଙ୍କ କାର୍ଯ୍ୟର ବିବରଣ 6:9
କେତକେ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ୟୁକ୍ତିତର୍କ କଲେ। ସମାନେେ କୁରୀଣୀୟ, ଲିବର୍ତ୍ତାନ, କିଲିକାଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସମାନେେ ଯିହୂଦୀମାନଙ୍କର ଆଲକଜୋଣ୍ଡ୍ରୀୟ ସମାଜଗୃହର ସଭ୍ଯ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:6
ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦଇଗେଲେ। ସମାନଙ୍କେୁ ପବିତ୍ରଆତ୍ମା ଏସିଆ ରେ ପ୍ରଭୁଙ୍କର କଥା ପ୍ରଚ଼ାର କରିବାକୁ ଅନୁମତି ଦେଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:10
ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀକ୍ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:22
ତେଣୁ ସେ ତାହାଙ୍କର ଦୁଇଜଣ ସାହାୟ୍ଯକାରୀ ଅର୍ଥାତ୍ ତୀମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପଠାଇଲେ। ସେ ନିଜେ ଆଉ କିଛି ଅଧିକ ସମୟ ଏସିଆ ରେ କଟାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:26
ତୁମ୍ଭମାନେେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କବଳେ ଏଫିସ ନଗର ରେ ନୁହେଁ, ପୁରା ଏସିଆ ରେ ଲୋକମାନଙ୍କୁ ମତଇେ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ଯର ହାତ ତିଆରି ଦବେତାମାନେ ପ୍ରକୃତ ଦବେତା ନୁହଁନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:27
ଏହା ଦ୍ବାରା କବଳେ ଆମ୍ଭ କାର୍ୟ୍ଯର କ୍ଷତି ଘଟିବ ନାହିଁ ମାତ୍ର ମହାଦବେୀ ଆର୍ତ୍ତମେୀର ମନ୍ଦିରର ମଧ୍ଯ କୌଣସି ଗୁରୁତ୍ବ ରହିବ ନାହିଁ। ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦବେୀକୁ ପୂଜା କରନ୍ତି, ତାହାର ମହିମା ମଧ୍ଯ ନଷ୍ଟ ହାଇଯେିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:4
ତାହାଙ୍କ ସହିତ ବରଯୋ ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥସେଲନୀକୀୟର ଆରିସ୍ତାର୍ଖ ଓ ସକେୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:16
ପାଉଲ ଏସିଆ ରେ ଅଧିକ ସମୟ ରହିବାପାଇଁ ଇଚ୍ଛା କରୁ ନଥିଲେ। ସେ ଏଫିସ ରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ। ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ୟିରୂଶାଲମ ରେ ପହଞ୍ଚିବାପାଇଁ ତର ତର ହେଉଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:18
ସେ ସମାନଙ୍କେୁ ଆସି ପହଞ୍ଚିବା ପରେ କହିଲେ, ମୁଁ ଏସିଆ ରେ ପହଞ୍ଚିବାର ପ୍ରଥମ ଦିନଠାରୁ ତୁମ୍ଭମାନଙ୍କ ପାଖ ରେ ଅଛି। ତୁମ୍ଭମାନଙ୍କ ସହିତ ରହିଲା ବେଳେ ମୁଁ କିଭଳି ଜୀବନଯାପନ କରିଛି, ତାହା ତୁମ୍ଭମାନେେ ଜାଣ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்