Base Word | |
φίλημα | |
Short Definition | a kiss |
Long Definition | a kiss |
Derivation | from G5368 |
Same as | G5368 |
International Phonetic Alphabet | ˈfil.e.mɑ |
IPA mod | ˈfil.e̞.mɑ |
Syllable | philēma |
Diction | FEEL-ay-ma |
Diction Mod | FEEL-ay-ma |
Usage | kiss |
ଲୂକଲିଖିତ ସୁସମାଚାର 7:45
ତୁମ୍ଭେ ମାେତେ ଚୁମ୍ବନ ଦଲେ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ୟ୍ଯନ୍ତ ସେ ମାରେ ପାଦ ରେ ଚୁମ୍ବନ ଦବୋ ବନ୍ଦ କରିନାହିଁ।
ଲୂକଲିଖିତ ସୁସମାଚାର 22:48
କିନ୍ତୁ ଯୀଶୁ ତାହାଙ୍କୁ କହିଲେ, ୟିହୂଦା, ତୁମ୍ଭେ କ'ଣ ମନୁଷ୍ଯପୁତ୍ରଙ୍କୁ ତାହାଙ୍କ ଶତୃମାନଙ୍କ ହାତ ରେ ଦଇେ ଦବୋପାଇଁ ବଂଧୁତାର ଚୁମ୍ବନକୁ ବ୍ଯବହାର କରୁଛ?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:16
ତୁମ୍ଭମାନେେ ସମସ୍ତେ ପବିତ୍ର ଚୁମ୍ବନ ଦଇେ ଏକା ରକେକୁ ଅଭିବାଦନ ଜଣାଅ। ଖ୍ରୀଷ୍ଟଙ୍କର ସମସ୍ତ ମଣ୍ତଳୀ ବା ବିଶ୍ବାସୀ ସମୂହ ତୁମ୍ଭମାନଙ୍କୁ ଅଭିବାଦନଜଣାଉଛନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:20
ସମସ୍ତ ଭାଇ ଓ ଭଉଣୀଙ୍କର ତୁମ୍ଭମାନଙ୍କୁ ନମସ୍କାର। ଯେତବେେଳେ ତୁମ୍ଭମାନେେ ଏକତ୍ର ହେଉଛ, ପରସ୍ପରକୁ ପବିତ୍ର ଚୁମ୍ବନ ଦଇେ ଅଭିବାଦନ ଜଣାଅ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:12
ପବିତ୍ର ଚୁମ୍ବନ ଦ୍ବାରା ପରସ୍ପରକୁ ସ୍ବାଗତ ଜଣାଅ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:26
ଏକତ୍ରୀତ ହେଲା ବେଳେ, ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଚୁମ୍ବନ ଦଇେ ନମସ୍କାର କର।
ପିତରଙ୍କ ପ୍ରଥମ ପତ୍ 5:14
ଯେତବେେଳେ ଦଖାେ ସାକ୍ଷାତ ହେଉଛି, ପରସ୍ପରକୁ ପ୍ ରମେ ଚୁମ୍ବନ ଦ୍ବାରା ନମସ୍କାର କର।
Occurences : 7
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்