No lexicon data found for Strong's number: 530

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:25
ମୁଁ ତିନିଥର ବତେ ମାଡ଼ ଖାଇଛି, ଥରେ ପଥର ଆଘାତ ସହିଛି। ଏହା ଛଡ଼ା ମୁଁ ତିନି ଥର ଜାହାଜ ଭାଙ୍ଗିବା ବେଳେ ସେଥି ରେ ଥିଲି, ତା'ମଧ୍ଯରୁ ଥରେ ରାତି ଓ ତା ଆର ଦିନ ଯାକ ସମୁଦ୍ର ରେ ପଡ଼ି ରହିଥିଲି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:16
ଥସେଲନୀକୀ ନଗର ରେ ଥିଲା ବେଳେ ତୁମ୍ଭମାନେେ ଅନକେ ଥର ମାରେ ଆବଶ୍ଯକତା ପୂରଣ କରିବାକୁ ଜିନିଷମାନ ପଠାଇଛ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:18
ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଥିଲୁ। ମୁଁ ପାଉଲ ନିଜେ କେତେ ଥର ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଶୟତାନ ଆମ୍ଭକୁ ବାଧା ଦଇେଛି।

ଏବ୍ରୀମାନଙ୍କ ନିକଟକୁ ପତ୍ର 6:4
ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦଲୋ ପରେ କ'ଣ ତୁମ୍ଭମାନେେ ସମାନଙ୍କେ ଜୀବନ କବେେ ପରିବର୍ତ୍ତନ କରି ପାରିବ ? ଯେଉଁମାନେ ସତ୍ଯର ଶିକ୍ଷା ପାଇ ସାରିଛନ୍ତି ମୁଁ ସମାନଙ୍କେୁ ଏହା କହୁଛି। ସମାନେେ ପରମେଶ୍ବରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ର ଆତ୍ମାଙ୍କ ସହଭାଗୀ ହାଇେଛନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 9:7
କିନ୍ତୁ ଦ୍ବିତୀୟ ବଖରା ଭିତରକୁ କବଳେ ବର୍ଷ ରେ ଥରେ ମହାୟାଜକ ଯାଇ ପାରୁଥିଲେ। ମହାୟାଜକ ଉତ୍ସର୍ଗ କରିବାର ରକ୍ତ ନ ନଇେ କଦାପି ସଠାେରେ ପ୍ରବେଶ କରନ୍ତି ନାହିଁ। ଯାଜକ ନିଜର ଲୋକମାନଙ୍କ ଆଜ୍ଞାନକୃତ ପାପ ନିମନ୍ତେ ସହେି ରକ୍ତ ପରମେଶ୍ବରଙ୍କୁ ଅର୍ପଣ କରୁଥିଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 9:26
ଯଦି ଖ୍ରୀଷ୍ଟ ନିଜକୁ ଅନକେ ଥର ସମର୍ପଣ କରି ଥାଆନ୍ତେ, ତା' ହେଲେ ଜଗତ ସୃଷ୍ଟି ହବୋ ଦିନଠାରୁ ତାହାଙ୍କୁ ଅନକେ ଥର ଯାତନା ସହିବାକୁ ପଡ଼ିଥାନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ୟୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ବାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 9:27
ପ୍ରେତ୍ୟକକ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଚାର ହୁଏ।

ଏବ୍ରୀମାନଙ୍କ ନିକଟକୁ ପତ୍ର 9:28
ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନକେ ଲୋକଙ୍କର ପାପ ଦୂର କରିପାରିବେ। ଖ୍ରୀଷ୍ଟ ଦ୍ବିତୀୟଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସମାନଙ୍କେର ମୁକ୍ତି ପାଇଁ ଆସିବେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:2
ଯଦି ବ୍ଯବସ୍ଥା ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରିଥାନ୍ତା ତା' ହେଲେ ସହେି ବଳିଗୁଡ଼ିକ ବନ୍ଦ ହାଇେ ଯାଇ ସାରିଥାଆନ୍ତା। ସହେି ଲୋକମାନେ ମଧ୍ଯ ପାପରୁ ଶୁଦ୍ଧ ହାଇଯୋଇ ସାରିଥାନ୍ତେ। ସମାନେେ ଏବେ ସୁଦ୍ଧା ନିଜ ପାପ ପାଇଁ ନିଜକୁ ଦୋଷୀ ଅନୁଭବ କରୁ ନ ଥାନ୍ତେ। କିନ୍ତୁ ବ୍ଯବସ୍ଥା କଦାପି ତାହା କରି ପାରିବ ନାହିଁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:26
ଆଗରୁ ଯେତବେେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, ଆଉ ଥରେ ମୁଁ କମ୍ପାଇବି କବଳେ ପୃଥିବୀକୁ ନୁହେଁ ବରଂ ମୁଁ ସ୍ବର୍ଗକୁ ମଧ୍ଯ କମ୍ପାଇବି।327

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்