ମାଥିଉଲିଖିତ ସୁସମାଚାର 8:9
ମୁଁ ମଧ୍ଯ ଜଣେ ବଡ ଅଧିକାରୀଙ୍କ ଅଧୀନ ରେ କାମ କରୁଛି। ମାେ ଅଧୀନ ରେ କେତକେ ସୈନ୍ଯ ଅଛନ୍ତି। ମୁଁ ଜଣେ ସୈନିକକୁ ଯଦି କୁ ହେ, 'ଯାଅ', ତବେେ ସେ ଚାଲିଯାଏ। ଅନ୍ୟଜଣକୁ ମୁଁ ଯଦି କୁ ହେ, 'ଆସ', ତବେେ ସେ ଆ ସେ। ମାରେ ଦାସକୁ ମୁଁ ଯଦି କୁ ହେ, 'ଏହା କର' ତବେେ ସେ ତାହା କରେ। ତୁମ୍ଭର ମଧ୍ଯ ଏଭଳି ଶକ୍ତି ଅଛି ବୋଲି ମୁଁ ଜାଣେ।
ମାଥିଉଲିଖିତ ସୁସମାଚାର 12:32
ଯଦି କହେି ମନୁଷ୍ଯପୁତ୍ରଙ୍କ ବିରୁଦ୍ଧ ରେ କିଛି କୁ ହେ ତବେେ ତାକୁ କ୍ଷମା କରାଯାଇପା ରେ, କିନ୍ତୁ ପବିତ୍ର ଆତ୍ମାଙ୍କ ବିରିଦ୍ଧ ରେ କହେି କିଛି କହିଲେ ତାକୁ ବର୍ତ୍ତମାନ ବା ଭବିଷ୍ଯତ ରେ କବେେ ହେଲେ କ୍ଷମା କରାୟିବନାହିଁ।
ମାଥିଉଲିଖିତ ସୁସମାଚାର 13:54
ସେ କେଉଁଠି ପ୍ରତିପାଳିତ ହାଇେଥିଲେ ସଠାେକୁ ଗଲେ। ସଠାେରେ ୟିହୁଦୀ ସମାଜଗୃହ ରେ ଉପଦେଶ ଦବୋ ଆରମ୍ଭ କରି ଦେଲେ,ଯାହା ଶୁଣି ସମସ୍ତେ ଆଶ୍ଚର୍ୟ୍ଯ ହାଇଗେଲେ ଏବଂ କହିଲେ, ଆଶ୍ଚର୍ୟ୍ଯକାର୍ୟ୍ଯ କରିବା ପାଇଁ ଏ ଲୋକ କେଉଁଠାରୁ ଜ୍ଞାନ ଓ ଶକ୍ତି ପାଇଲା?
ମାଥିଉଲିଖିତ ସୁସମାଚାର 13:56
ତାର ସବୁ ଭଉଣୀମାନେ ତ ଆମ୍ଭ ସହିତ ଏଠା ରେ ଅଛନ୍ତି। ତବେେ ଏସବୁ କହିବା ପାଇଁ ଜ୍ଞାନ ଓ ଶକ୍ତି ସେ କେଉଁଠାରୁ ପାଇଲା?
ମାଥିଉଲିଖିତ ସୁସମାଚାର 17:20
ଯୀଶୁ କହିଲେ, ତାହା କବଳେ ତୁମ୍ଭର ଅଳ୍ପ ବିଶ୍ବାସର ୟୋଗୁ ହେଲା। ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭର ଯଦି ଗୋଟିଏ ଶାରେିଷ ଦାନା ପରିମାଣର ମଧ୍ଯ ବିଶ୍ବାସ ଅଛି, ତବେେ ତୁମ୍ଭେ ଏହି ପର୍ବତକୁ କହିପାରିବ, 'ଏ ଜାଗାରୁ ସେ ଜାଗାକୁ ଚାଲିଯାଅ,' ଏବଂ ପର୍ବତ ଚାଲିୟିବ। ତୁମ୍ଭ ପାଇଁ କିଛି ଅସମ୍ଭବ ହାଇେ ରହିବ ନାହିଁ।
ମାଥିଉଲିଖିତ ସୁସମାଚାର 20:14
ଯାହା ତୁମ୍ଭର ପ୍ରାପ୍ଯ ତାହା ନଇେ ଘରକୁ ଯାଅ। ମୁଁ ତୁମ୍ଭମାନଙ୍କୁ ଯେତିକି ଦଇେଛି, ଶଷେ ରେ ଆସିଥିବା ଶ୍ରମାକକୁ ସତେିକି ଲଖାେଁଏ ଦବୋକୁ ଚାହୁଁଛି।
ମାଥିଉଲିଖିତ ସୁସମାଚାର 21:21
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଯଦି ତୁମ୍ଭର ବିଶ୍ବାସ ଥିବ ଓ କୌଣସି ସନ୍ଦହେ ନଥିବ ତବେେ ମୁଁ ଏ ଗଛଟିକୁ ଯାହା କଲି, ତୁମ୍ଭମାନେେ ମଧ୍ଯ ଠିକ୍ ସହେିପରି କରିପାରିବ। ତୁମ୍ଭମାନେେ ମଧ୍ଯ ଅନକେ ଅଧିକ କାମ କରିପାରିବ। ତୁମ୍ଭମାନେେ ଏ ପର୍ବତକୁ କହିପାରିବ, ' ହେ ପର୍ବତ, ଏଠାରୁ ଯାଅ ଓ ସମୁଦ୍ର ରେ ପଡ଼।' ଯଦି ତୁମ୍ଭମାନଙ୍କର ବିଶ୍ବାସ ଥାଏ, ଏହା ଘଟିବ।
ମାର୍କଲିଖିତ ସୁସମାଚାର 6:2
ବିଶ୍ରାମଦିବସ ରେ ଯୀଶୁ ଯିହୂଦୀୟ ସମାଜ ଗୃହ ରେ ଶିକ୍ଷା ଦେଲେ। ବହୁତ ଲୋକ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଏ ଲୋକ ଏସବୁ ଶିକ୍ଷା କେଉଁଠାରୁ ପାଇଲା? ଏ ଲୋକକୁ ଏ ଉତ୍ତମ ବିଚାରଶକ୍ତି (ବିଜ୍ଞତା)କିଏ ଦଲୋ? ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ପାଇଁ ସେ କେଉଁଠାରୁ ଶକ୍ତି ପାଇଲା?
ମାର୍କଲିଖିତ ସୁସମାଚାର 10:30
ସେ ନିଶ୍ଚୟ ଆପଣାର ସହେି ଛାଡିଥିବା ବସ୍ତୁଠାରୁ ଶ ହେ ଗୁଣ ଅଧିକ ଇହ କାଳ ରେ ପାଇ ପାରିବ। ସେ ଅଧିକ ଘରଦ୍ବାର, ଭାଉ-ଭଉଣୀ, ମାଆ, ପିଲା ପିଲି, ଓ ଜମି ବାଡି ପାଇବ। ଏବଂ ନିର୍ୟ୍ଯାତନା ସହିତ ସେ ଏହି ସବୁ ଜିନିଷ ପାଇବ କିନ୍ତୁ ପର କାଳ ରେ ସେ ଅନନ୍ତ ଜୀବନ ଲାଭ କରିବ।
ମାର୍କଲିଖିତ ସୁସମାଚାର 11:23
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି: ଯଦି କହେି ଲୋକ ଏହି ପର୍ବତକୁ କହିବ, 'ତୁ ଉପୁଡି ସମୁଦ୍ର ରେ ଯାଇ ପଡିଯା,' ଏବଂ ଯଦି ଲୋକଟିର ମନ ରେ କୌଣସି ପ୍ରକାର ସନ୍ଦହେ ନଥାଇ ବିଶ୍ବାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତବେେ ପରମେଶ୍ବର ତା'ପାଇଁ ତାହା କରି ଦବେେ।
Occurences : 89
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்