Base Word
τάφος
Short Definitiona grave (the place of interment)
Long Definitionburial
Derivationmasculine from G2290
Same asG2290
International Phonetic Alphabetˈtɑ.fos
IPA modˈtɑ.fows
Syllabletaphos
DictionTA-fose
Diction ModTA-fose
Usagesepulchre, tomb

ମାଥିଉଲିଖିତ ସୁସମାଚାର 23:27
ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳା ରଙ୍ଗ ବୋଳା ହାଇେଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦଖାଯାେଏ। କିନ୍ତୁ ସମାଧି ଭତର ମାଲା ଲୋକର କବଳେ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା ଭିତ ରେ ଥାଏ।

ମାଥିଉଲିଖିତ ସୁସମାଚାର 23:29
ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭମାନେେ ତାହାଙ୍କ ସମାଧି ସୁଶାେଭିତ କରୁଛ।

ମାଥିଉଲିଖିତ ସୁସମାଚାର 27:61
ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ ସଠାେରେ କବର ଆଗ ରେ ବସି ରହିଥିଲେ।

ମାଥିଉଲିଖିତ ସୁସମାଚାର 27:64
ତେଣୁ ତୃତୀୟ ଦିନ ପର୍ୟ୍ଯନ୍ତ କବରକୁ ପହରା ଦବୋ ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ଯମାନେ ସଠାେକୁ ଆସି ତାହାଙ୍କ ମୃତ ଦହକେୁ ଚେ଼ାରୀ କରି ନବୋପାଇଁ ଚେଷ୍ଟା କରିବେ। ତା'ପରେ ସମାନେେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ଯୁରୁ ଉଠିଛନ୍ତି। ତାହାହେଲେ ଏହୀ ଶଷେ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହବେ।

ମାଥିଉଲିଖିତ ସୁସମାଚାର 27:66
ତା'ପରେ ସମାନେେ କବର ପାଖକୁ ଗଲେ ଓ ପ୍ରବେଶଦ୍ବାର ରେ ମାହେର ଲଗଇେଲେ। ସଠାେରେ ସୈନ୍ଯମାନଙ୍କୁ ପହରା ଦବୋପାଇଁ ଆଦେଶ ଦଇେ ଚୋରମାନଙ୍କ କବଳରୁ କପରକୁ ନିରାପଦ ରଖିବାର ବ୍ଯବସ୍ଥା କଲେ।

ମାଥିଉଲିଖିତ ସୁସମାଚାର 28:1
ବିଶ୍ରାମଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ୍ ଦିନ ଅତି ସକାଳୁ ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:13
ମଣିଷମାନଙ୍କର ମୁହଁ ଖାେଲା କବର ଭଳି ଅଟେ, ସମାନେେ ମିଛ ପାଇଁ ତାଙ୍କ ଜିହ୍ବାକୁ ବ୍ଯବହାର କରନ୍ତି। ଗୀତସଂହିତା 5:9

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்