Base Word
ταῦρος
Short Definitiona bullock
Long Definitiona bull or ox
Derivationapparently a primary word (compare H8450, "steer")
Same asH8450
International Phonetic Alphabetˈtɛβ.ros
IPA modˈta.rows
Syllabletauros
DictionTEV-rose
Diction ModTA-rose
Usagebull, ox

ମାଥିଉଲିଖିତ ସୁସମାଚାର 22:4
ତା'ପରେ ରାଜା ଆଉ କିଛି ଚ଼ାକରଙ୍କୁ ପଠାଇଲେ। ରାଜା ଚ଼ାକରମାନଙ୍କୁ କହିଲେ, ' ଯେଉଁ ମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭମାନେେ ସମାନଙ୍କେୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମାରେ ଉତ୍ତମ ବଳଦ ଓ ମାଟୋ ପଶୁମାନଙ୍କୁ ମରାଯାଇଛି। ସବୁ କିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 14:13
ସହେି ନଗର ସାମନା ରେ ସ୍ଥାପିତ ବୃହସ୍ପତି ମନ୍ଦିରର ଯାଜକ କତେୋଟି ବଳଦ ଓ ଫୁଲମାଳ ଆଣି ପହନ୍ଚିଲେ। ଯାଜକ ଓ ଲୋକମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଏହା ଉତ୍ସର୍ଗ କରିବା ପାଇଁ ଇଚ୍ଛା କରୁଥିଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 9:13
ଯେଉଁ ଲୋକମାନେ ଉପାସନାସ୍ଥଳ ରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହଁନ୍ତି ସମାନଙ୍କେ ଉପରେ ଛଳେି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଇଥିଲା। ସହେି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:4
ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛଳେିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହଁନ୍ତି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்