Base Word
συντηρέω
Short Definitionto keep closely together, i.e., (by implication) to conserve (from ruin); mentally, to remember (and obey)
Long Definitionto preserve (a thing from perishing or being lost)
Derivationfrom G4862 and G5083
Same asG4862
International Phonetic Alphabetsyn.teˈrɛ.o
IPA modsjun.te̞ˈre̞.ow
Syllablesyntēreō
Dictionsoon-tay-REH-oh
Diction Modsyoon-tay-RAY-oh
Usagekeep, observe, preserve

ମାଥିଉଲିଖିତ ସୁସମାଚାର 9:17
ଆହୁରି ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା ପାତ୍ର ରେ ଢାଳନ୍ତି ନାହିଁ।

ମାର୍କଲିଖିତ ସୁସମାଚାର 6:20
ହରେୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହରେୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହରେୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ େ ହରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।

ଲୂକଲିଖିତ ସୁସମାଚାର 2:19
କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତ ରେ ଗୋପନ ରଖି ନିରନ୍ତର ଚିନ୍ତା କରିବାକୁ ଲାଗିଲେ।

ଲୂକଲିଖିତ ସୁସମାଚାର 5:38
ତେଣୁ ଲୋକେ ସଦା ବେଳେ ନୂଆ ଦ୍ରାକ୍ଷାରସ ନୂଆ ଚମଡା ଥଳି ରେ ରଖଥା'ନ୍ତି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்