Base Word
συλλαλέω
Short Definitionto talk together, i.e., converse
Long Definitionto talk with
Derivationfrom G4862 and G2980
Same asG2980
International Phonetic Alphabetsyl.lɑˈlɛ.o
IPA modsjul.lɑˈle̞.ow
Syllablesyllaleō
Dictionsool-la-LEH-oh
Diction Modsyool-la-LAY-oh
Usagecommune (confer, talk) with, speak among

ମାଥିଉଲିଖିତ ସୁସମାଚାର 17:3
ହଠାତ୍ ସେ ସ୍ଥାନ ରେ ଦୁଇଜଣ ବ୍ଯକ୍ତି ଆସି ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ସମାନେେ ଏଲିୟ ଓ ମାଶାେ ଥିଲେ।

ମାର୍କଲିଖିତ ସୁସମାଚାର 9:4
ଏଲିୟ ଓ ମାଶାେ ଯୀଶୁଙ୍କ ସହିତ ପ୍ରକାଶିତ ହେଲେ। ସମାନେେ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ।

ଲୂକଲିଖିତ ସୁସମାଚାର 4:36
ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କୁହାକୁହି ହେଲେ, ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।

ଲୂକଲିଖିତ ସୁସମାଚାର 9:30
ତା'ପରେ ସଠାେରେ ଦୁଇ ଜଣ ପୁରୁଷ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ। ସମାନେେ ମାଶାେ ଓ ଏଲିୟ ଥିଲେ।

ଲୂକଲିଖିତ ସୁସମାଚାର 22:4
ୟିହୂଦା ଯାଇ ପ୍ରଧାନ ଯାଜକ ଓ ମନ୍ଦିରର ସନୋପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସମାନଙ୍କେ ହାତ ରେ ସମର୍ପଣ କରିବା ପାଇଁ ୟିହୂଦା ସମାନଙ୍କେ ସହିତ ଏକ ମନ୍ତ୍ରଣା କଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:12
ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟ ରେ କଥା ହେଲେ। ସେ କହିଲେ, ତୁମ୍ଭେ କାଇସରଙ୍କ ନିକଟରେ ଆବଦନେ କରିଛ। ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ୟିବ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்