Base Word
στέγω
Short Definitionto roof over, i.e., (figuratively) to cover with silence (endure patiently)
Long Definitiondeck, thatch, to cover
Derivationfrom G4721
Same asG4721
International Phonetic Alphabetˈstɛ.ɣo
IPA modˈste̞.ɣow
Syllablestegō
DictionSTEH-goh
Diction ModSTAY-goh
Usage(for-)bear, suffer

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:12
ଯଦି ଅନ୍ୟମାନଙ୍କର ତୁମ୍ଭଠା ରେ ଏହି ଦାବୀ ଅଛି, ତବେେ ଆମ୍ଭର କ'ଣ ଏଥି ରେ ଅଧିକ ଦାବୀ ନାହିଁ ? କିନ୍ତୁ ଆମ୍ଭେ ଏହି ଅଧିକାର ପ୍ରଯୋଗ କରି ନାହୁଁ। ବରଂ ଖ୍ରୀଷ୍ଟଙ୍କର ସୁସମାଚାର କାର୍ୟ୍ଯ କାଳେ ବାଧାପ୍ରାପ୍ତ ହବେ, ଏଥିପାଇଁ ଆମ୍ଭେ ସହ୍ଯ କରିଅଛୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 13:7
ପ୍ ରମେ ସମସ୍ତ ବିଷୟ ସହ୍ଯ କରେ। ପ୍ ରମେ ସମସ୍ତ ବିଶ୍ବାସ କରେ ; ସମସ୍ତ ଭରସା କରେ, ସବୁ ବିଷୟ ରେ ର୍ଧୈୟ୍ଯ ଧରି ରହେ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:1
ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିପାରି ନ ଥିଲୁ, କିନ୍ତୁ ଅଧିକ ଅପେକ୍ଷା କରିବା ମଧ୍ଯ ଅତ୍ଯନ୍ତ କଷ୍ଟଦାୟକ ଥିଲା।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:5
ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଜାଣି ପାରିବା ଉଦ୍ଦେଶ୍ଯ ରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ର୍ଧୈୟ୍ଯ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମାରେ ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ବାରା ପରାଜିତ କରିଥିବ। ତା' ହେଲେ ଆମ୍ଭର କଠାେର ପରିଶ୍ରମ ବ୍ଯର୍ଥ ହାଇଯେିବ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்