Base Word
σπόρος
Short Definitiona scattering (of seed), i.e., (concretely) seed (as sown)
Long Definitiona sowing
Derivationfrom G4687
Same asG4687
International Phonetic Alphabetˈspo.ros
IPA modˈspow.rows
Syllablesporos
DictionSPOH-rose
Diction ModSPOH-rose
Usageseed (X sown)

ମାର୍କଲିଖିତ ସୁସମାଚାର 4:26
ଯୀଶୁ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ, ଜମି ରେ ବୀଜ ବୁଣୁଥିବା ଲୋକଟିଏ ଭଳି।

ମାର୍କଲିଖିତ ସୁସମାଚାର 4:27
ବୀଜରୁ ଅଙ୍କୁର ବାହାରି ଦିନରାତି ବଢିବାକୁ ଲାଗେ। ସହେି ଲୋକ ଦିନ ରେ ଚଇେଁଥାଉ କି ରାତି ରେ ଶାଇେଥାଉ, ସେଥି ରେ କିଛି ଯାଏ ଆ ସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢି ଚାଲୁଥାଏ। ସହେ ଲୋକ ଜାଣିପା ରେ ନାହିଁ ଯେ ଅଙ୍କୁରଟି କିପରି ବଢୁଛି।

ଲୂକଲିଖିତ ସୁସମାଚାର 8:5
ଜଣେ କୃଷକ ବୀଜ ବୁଣିବାକୁ ବାହାରିଲା। ସେ ବୀଜ ବୁଣିଲା ବେଳେ କିଛି ବୀଜ ରାସ୍ତା କଡ ରେ ଯାଇ ପଡିଲା। ଏହି ବୀଜଗୁଡିକ ଲୋକଙ୍କ ପାଦ ରେ ଚକଟି ହାଇଗେଲା ଓ ଚଢଇମାନେେ ସଗେୁଡିକୁ ଖାଇଗଲେ।

ଲୂକଲିଖିତ ସୁସମାଚାର 8:11
ଦୃଷ୍ଟାନ୍ତର ଏହାହିଁ ଅର୍ଥ: ବୀଜ ଦେଉଛି ପରମେଶ୍ବରଙ୍କ ଉପଦେଶ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:10
ପରମେଶ୍ବର ହିଁ ବୁଣିବା ଲୋକ ପାଇଁ ବୀଜ ଓ ଖାଇବା ପାଇଁ ଖାଦ୍ୟ ଯୋଗନ୍ତି। ସେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବୃଦ୍ଧି କରାଇବେ। ସେ ତୁମ୍ଭମାନଙ୍କ ଭଲ କାମ ଗୁଡ଼ିକ ପାଇଁ ବିପୁଳ ଫସଲ ହବୋକୁ ଦବେେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்