Base Word
Σίλας
Literalwoody
Short DefinitionSilas, a Christian
Long Definitiona Roman citizen, the companion of the apostle Paul on several of his missionary journeys
Derivationcontraction for G4610
Same asG4610
International Phonetic Alphabetˈsi.lɑs
IPA modˈsi.lɑs
Syllablesilas
DictionSEE-lahs
Diction ModSEE-lahs
UsageSilas

ରେରିତମାନଙ୍କ କାର୍ଯ୍ୟର ବିବରଣ 15:22
ଏହାପରେ ପ୍ ରରେିତ, ପ୍ରାଚ଼ୀନ ଓ ସମଗ୍ର ମଣ୍ଡଳୀ ସମାନଙ୍କେ ମଧ୍ଯରୁ କେତକେ ଲୋକଙ୍କୁ ବାଛିଲେ। ସମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ସମାନଙ୍କେୁ ଆନ୍ତିୟଖିଆକୁ ପଠାଇବା ପାଇଁ ସ୍ଥିର କଲେ। ସମାନେେ ଯିହୁଦା ଯାହାଙ୍କର ଅନ୍ୟ ନାମ ଥିଲା, ବର୍ଣ୍ଣବ୍ବା ଓ ଶୀଲାଙ୍କୁ ବାଛିଲେ। ଏହିମାନେ ଭାଇମାନଙ୍କ ମଧିଅରେ ନେତା ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:27
ସମାନଙ୍କେ ଆମ୍ଭେ ଯିହୁଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଲୁ। ସମାନେେ ତୁମ୍ଭମାନଙ୍କୁ ମୌଖିକ ଭାବେ ମଧ୍ଯ ଏହି ସବୁ କଥା କହିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:32
ୟିହୂଦା ଓ ଶୀଲା ଦୁ ହେଁ ମଧ୍ଯ ଭାବବାଦୀ ଥିଲେ। ସମାନେେ ଭାଇମାନଙ୍କୁ ଉତ୍ସାହ ଦଇେ ଅନକେ କଥା କହିଲେ ଓ ସମାନଙ୍କେୁ ଶକ୍ତିୟୁକ୍ତ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:34
ୟିରୂଶାଲମର ସହେି ଭାଇମାନଙ୍କ ପାଖକୁ ଫରେି ୟିବା ପାଇଁ ଶାନ୍ତି ରେ ବିଦାୟ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:40
ପାଉଲ ଶୀଲାଙ୍କୁ ତାହାଙ୍କ ସହିତ ନବୋପାଇଁ ବାଛିଲେ। ଆନ୍ତିୟଖିଆ ରେ ଭାଇମାନେ ପାଉଲଙ୍କୁ ପ୍ରଭୁଙ୍କ ଅନୁଗ୍ରହ ଓ ତତ୍ତ୍ବାବଧାନ ରେ ସମର୍ପଣ କରି ବିଦାୟ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:19
ସହେି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସମାନେେ ଜାଣିପାରିଲେ ଯେ, ସମାନେେ ଆଉ ଏ ବାଳିକା ଦ୍ବାରା ଧନ ଉପାର୍ଜନ କରିପାରିବେ ନାହିଁ। ତେଣୁ ସମାନେେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସମାନଙ୍କେୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗ ରେ ସମାନଙ୍କେୁ ଠିଆ କରାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:25
ପାଉଲ ଓ ଶୀଲା ମଧ୍ଯରାତ୍ରି ବେଳେ ପରମେଶ୍ବରଙ୍କୁ ପ୍ରାର୍ଥନା ଓ ସ୍ତୁତି ଗାନ କରୁଥିଲେ। ଅନ୍ୟ ବନ୍ଦୀମାନେ ତାହାସବୁ ଶୁଣୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:29
ସେ ସଙ୍ଗେ ସଙ୍ଗେ ଗୋଟିଏ ଦ୍ବୀପ ଆଣିବାପାଇଁ ଆଦେଶ ଦଇେ ଦୌଡ଼ି ଆସି ଭୟ ରେ ଥରି ଥରି ପାଉଲ ଓ ଶୀଲାଙ୍କ ପାଦ ତଳେ ପଡ଼ିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:4
ସମାନଙ୍କେ ମଧ୍ଯରୁ କେତକେ ଲୋକ ପରିବର୍ତ୍ତିତ ହେଲ, ଏବଂ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ। ସତ୍ଯ ପରମେଶ୍ବରଙ୍କୁ ପୂଜା କରୁଥିବା ଅନକେ ଗ୍ରୀକ୍ ଲୋକ ଓ ଅନକେ ପ୍ରଭାବଶାଳୀ ସ୍ତ୍ରୀମାନେ ମଧ୍ଯ ସମାନଙ୍କେ ସହିତ ୟୋଗ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:10
ପାଉଲ ଓ ଶୀଲାଙ୍କୁ ଭାଇମାନେ ସହେି ରାତି ରେ ସାଙ୍ଗେ ସାଙ୍ଗେ ବରଯୋ ନଗରକୁ ପଠାଇ ଦେଲେ। ସମାନେେ ସଠାେରେ ପହଞ୍ଚି ଯିହୂଦୀୟମାନଙ୍କ ସମାଜଗୃହକୁ ଗଲେ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்