Base Word
σείω
Short Definitionto rock (vibrate, properly, sideways or to and fro), i.e., (generally) to agitate (in any direction; cause to tremble); figuratively, to throw into a tremor (of fear or concern)
Long Definitionto shake, agitate, cause to tremble
Derivationapparently a primary verb
Same as
International Phonetic Alphabetˈsi.o
IPA modˈsi.ow
Syllableseiō
DictionSEE-oh
Diction ModSEE-oh
Usagemove, quake, shake

ମାଥିଉଲିଖିତ ସୁସମାଚାର 21:10
ଯୀଶୁ ଯେତବେେଳେ ୟିରୁଶାଲମ ରେ ପ୍ରବେଶ କଲେ, ସେତବେେଳେ ସାରା ନଗର ରେ ଚହଳ ପଡ଼ିଗଲା। ଲୋକେ ପଚ଼ାରିଲେ, ଏ ଲୋକଟି କିଏ?

ମାଥିଉଲିଖିତ ସୁସମାଚାର 27:51
ତା'ପରେ ମନ୍ଦିରର ପରଦା ଉପରୁ ତଳ ପର୍ୟ୍ଯନ୍ତ ଚିରିଯାଇ ଦୁଇଖଣ୍ଡ ହାଇଗେଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟି ଗଲା,

ମାଥିଉଲିଖିତ ସୁସମାଚାର 28:4
କବଲକୁ ଜଗି ରହିଥିବା ସୈନ୍ଯମାନେ ସ୍ବର୍ଗଦୂତଙ୍କୁ ଦେଖି ଡ଼ରିଗଲେ। ସମାନେେ ଭୟ ରେ ଥରିବାକୁ ଲାଗିଲେ। ସମାନେେ ମୃତ ପ୍ରାୟ ହାଇଗେଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:26
ଆଗରୁ ଯେତବେେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, ଆଉ ଥରେ ମୁଁ କମ୍ପାଇବି କବଳେ ପୃଥିବୀକୁ ନୁହେଁ ବରଂ ମୁଁ ସ୍ବର୍ଗକୁ ମଧ୍ଯ କମ୍ପାଇବି।327

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:13
ପ୍ରବଳ ଝଡ଼ ରେ ଦୋହଲି ଡ଼ିମ୍ବିରି ଗଛରୁ ଅପକ୍ବ ଡ଼ିମ୍ବିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀ ରେ ଝଡ଼ି ପଡ଼ିଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்