Base Word
πρωτοκλισία
Short Definitiona reclining first (in the place of honor) at the dinner-bed, i.e., preeminence at meals
Long Definitionthe first reclining place, the chief place at table
Derivationfrom G4413 and G2828
Same asG2828
International Phonetic Alphabetpro.to.kliˈsi.ɑ
IPA modprow.tow.kliˈsi.ɑ
Syllableprōtoklisia
Dictionproh-toh-klee-SEE-ah
Diction Modproh-toh-klee-SEE-ah
Usagechief (highest, uppermost) room

ମାଥିଉଲିଖିତ ସୁସମାଚାର 23:6
ଭୋଜିମାନଙ୍କ ରେ ମହତ୍ତ୍ବପୂର୍ଣ୍ଣ ଆସନମାନ ଓ ଧର୍ମସଭାମାନଙ୍କ ରେ ମହତ୍ତ୍ବପୂର୍ଣ୍ଣ ଆସନ ମାନ ପାଇବାକୁ ସମାନେେ ଭଲ ପାଆନ୍ତି।

ମାର୍କଲିଖିତ ସୁସମାଚାର 12:39
ସମାଜ ଗୃହ ରେ ସମାନେେ ମହତ୍ବପୂର୍ଣ୍ଣ ଆସନ ରେ ବସିବାକୁ ଭଲପାଆନ୍ତି। ଭୋଜି ରେ ସମାନେେ, ଅତ୍ଯନ୍ତ ମହତ୍ବପୂର୍ଣ୍ଣ ସ୍ଥାନ ପାଇବାକୁ ଭଲପାଆନ୍ତି।

ଲୂକଲିଖିତ ସୁସମାଚାର 14:7
ଯୀଶୁ ଲକ୍ଷ୍ଯ କଲେ ଯେ, କେତକେ ଅତିଥି ବସିବା ପାଇଁ ଭଲ ଆସନଟିଏ ଖାଜେୁଥିଲେ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ:

ଲୂକଲିଖିତ ସୁସମାଚାର 14:8
ଯଦି ଜଣେ ତୁମ୍ଭକୁ ବିବାହଉତ୍ସବ ରେ ନିମନ୍ତ୍ରଣ କରୁଛି, ତବେେ ସବୁଠାରୁ ମୁଖ୍ଯ ଆସନ ରେ ବସନାହିଁ। କାରଣ ସହେି ଲୋକଟି ତୁମ୍ଭଠାରୁ ଅଧିକ ମହାନ ଲୋକକୁ ମଧ୍ଯ ଡାକି ଥାଇପା ରେ।

ଲୂକଲିଖିତ ସୁସମାଚାର 20:46
ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସମାନେେ ଚାହାଁନ୍ତି। ହାଟବଜାର ରେ ଲୋକେ ତାହାଙ୍କୁ ସମ୍ମାନ ଦଖାେନ୍ତୁ ବୋଲି ସମାନେେ ଭଲପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କ ରେ ସବୁଠାରୁ ଶ୍ ରେଷ୍ଠ ଆସନଗୁଡିକ ପାଇବାକୁ ସମାନେେ ଭଲ ପାଆନ୍ତି। ଭୋଜିମାନଙ୍କ ରେ ସବୁଠାରୁ ପ୍ରଧାନ ଆସନ ରେ ବସିବାକୁ ସମାନେେ ଭଲ ପାଆନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்