No lexicon data found for Strong's number: 4057

ମାଥିଉଲିଖିତ ସୁସମାଚାର 27:23
ପୀଲାତ ପଚ଼ାରିଲେ, କାହିଁକି? ସେ କ'ଣ ଅପରାଧ କରିଛନ୍ତି? କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, ତାହାଙ୍କୁ କୃଶ ରେ ଚ଼ଢ଼ଇେ ଦିଆଯାଉ।

ମାର୍କଲିଖିତ ସୁସମାଚାର 10:26
ସମାନେେ ଆହୁରି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରସ୍ପର କୁହାକୁହି ହେଲେ, ତବେେ କିଏ ଉଦ୍ଧାର ପାଇ ପାରିବ?

ରେରିତମାନଙ୍କ କାର୍ଯ୍ୟର ବିବରଣ 26:11
ମୁଁ ସମାନଙ୍କେୁ ଖ୍ରୀଷ୍ଟଙ୍କ ବିରୁଦ୍ଧ ରେ କହିବା ପାଇଁ ବାଧ୍ଯ କରିଥିଲି। ମୁଁ ସମାନଙ୍କେ ବିରୁଦ୍ଧ ରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସମାନଙ୍କେୁ ଅତ୍ଯାଚ଼ାର କରିବା ପାଇଁ ବିଦେଶୀ ନଗରଗୁଡ଼ିକୁ ମଧ୍ଯ ଯାଇଥିଲି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:10
ଦିନରାତି ଆମ୍ଭେ ଅତି ଦୃଢ଼ତାର ସହିତ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରି ଚାଲିଛୁ। ତୁମ୍ଭମାନଙ୍କର ବିଶ୍ବାସକୁ ଦୃଢ଼ କରିବା ଲାଗି ଓ ତୁମ୍ଭମାନଙ୍କ ବିଶ୍ବାସ ରେ ଯାହାକିଛି ଅଭାବ ଅଛି, ତାହା ଯୋଗଇ ଦବୋ ପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଓ ଦେଖିବା ପାଇଁ ପ୍ରାର୍ଥନା କରୁଛୁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:13
ତୁମ୍ଭମାନଙ୍କ ମଧିଅରେ କାମ କରୁଥିବା ୟୋଗୁ, ସମାନଙ୍କେୁ ପ୍ ରମେ କର ଓ ସମାନଙ୍କେୁ ବିଶଷେ ସମ୍ମାନ ଦଖାେଅ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்