Base Word
περιάγω
Short Definitionto take around (as a companion); reflexively, to walk around
Long Definitionto lead around, to lead about with one's self
Derivationfrom G4012 and G0071
Same asG0071
International Phonetic Alphabetpɛ.riˈɑ.ɣo
IPA modpe̞.riˈɑ.ɣow
Syllableperiagō
Dictionpeh-ree-AH-goh
Diction Modpay-ree-AH-goh
Usagecompass, go (round) about, lead about

ମାଥିଉଲିଖିତ ସୁସମାଚାର 4:23
ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।

ମାଥିଉଲିଖିତ ସୁସମାଚାର 9:35
ଯୀଶୁ ନଗର-ନଗର ଓ ଗାଁ ଗାଁ ଯାତ୍ରା କରିବାକୁ ଲାଗିଲେ। ସେ ବାଟରେ ଯିହୂଦୀ ପ୍ରାର୍ଥନା ଗୃହମାନଙ୍କ ରେ ଉପଦେଶ ଦେଲେ, ଓ ପରମେଶ୍ବରଙ୍କ ରାଜ୍ଯର ସୁସମାଗ୍ଭର ପ୍ରଗ୍ଭର କଲେ। ସେ ଲୋକଙ୍କର ସବୁ ପ୍ରକାର ରୋଗ ଓ ଅସୁସ୍ଥତାକୁ ସୁସ୍ଥ କରି ଦେଲେ।

ମାଥିଉଲିଖିତ ସୁସମାଚାର 23:15
ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖାଜେି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହାଇେ ଚ଼ାଲିଯାଉଛ। ଯେତବେେଳେ ସଭେଳି ଲୋକଟିଏ ପାଇ ଯାଉଛ ସେତବେେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କବଳେ ନର୍କର ଅଧିକାରୀ ହବେ।

ମାର୍କଲିଖିତ ସୁସମାଚାର 6:6
ଏ ଲୋକମାନଙ୍କର କୌଣସି ବିଶ୍ବାସ ନଥିବାରୁ ଯୀଶୁ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ। ତା'ପରେ ଯୀଶୁ ସେ ଅଞ୍ଚଳର ଅନ୍ୟ ସବୁ ଗାଁକୁ ଯାଇ ସଠାେରେ ଶିକ୍ଷା ଦବୋକୁ ଲାଗିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:11
ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହାଇଯେିବ ଓ କିଛି ସମୟ ପାଇଁ ସୂର୍ୟ୍ଯ ଆଲୁଅ ମଧ୍ଯ ଦେଖି ପାରିବ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:5
ଜଣେ ବିଶ୍ବାସିନୀ ପତ୍ନୀକୁ ଯାତ୍ରା ବେଳେ ସଙ୍ଗ ରେ ନଇେ ୟିବା ପାଇଁ କଣ ଆମ୍ଭର ଅଧିକାର ନାହିଁ? ? ଅନ୍ୟ ପ୍ ରରେିତମାନେ, ପ୍ରଭୁଙ୍କର ଭାଇମାନେ ଓ କଫୋତ ଏପରି କରୁଛନ୍ତି।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்