Base Word
πεποίθησις
Short Definitionreliance
Long Definitiontrust, confidence, reliance
Derivationfrom the perfect of the alternate of G3958
Same asG3958
International Phonetic Alphabetpɛˈpy.θe.sis
IPA modpe̞ˈpy.θe̞.sis
Syllablepepoithēsis
Dictionpeh-POO-thay-sees
Diction Modpay-POO-thay-sees
Usageconfidence, trust

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:15
ମାହେର ଏହି ବିଶ୍ବାସ ଥିବାରୁ ମୁଁ ପ୍ରଥମ ରେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଠିକ୍ କଲି। ଏହା ଦ୍ବାରା ତୁମ୍ଭମାନେେ ଦୁଇଥର ଆଶୀର୍ବାଦ ଲାଭ କରିବ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 3:4
ଯୀଶୁ ଖ୍ରୀଷ୍ଟଙ୍କ ହତେୁ ପରମେଶ୍ବରଙ୍କ ଠା ରେ ଆମ୍ଭର ନିଶ୍ଚିତ ଭରସା ଥିବାରୁ ଆମ୍ଭେ ଏହା କହି ପାରୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:22
ସମାନଙ୍କେ ସହିତ ସର୍ବଦା ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବା ଆମ୍ଭର ଜଣେ ଭାଇଙ୍କୁ ଆମ୍ଭେ ପଠାଉଛୁ। ଅନକେ ଘଟଣା ରେ ସେ ଏହା ପ୍ରମାଣିତ କରିଛନ୍ତି। ତୁମ୍ଭମାନଙ୍କ ପ୍ରତି ତାଙ୍କ ମନ ରେ ଅସୀମ ବିଶ୍ବାସ ଥିବାରୁ, ସେ ଅଧିକ ସାହାୟ୍ଯ କରିବା ପାଇଁ ଉତ୍ସାହିତ ଅଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:2
ମୁଁ ତୁମ୍ଭମାନଙ୍କୁ ଅନୁନୟ କରେ ଯେ, ଯେତବେେଳେ ମୁଁ ତୁମ୍ଭମାନଙ୍କ ସହିତ ଅଛି, ସେତବେେଳେ ସଭେଳି ସାହସିକତା ଦଖାଇବୋକୁ ମାେ ଉପରେ ଚାପ ପକାଇବ ନାହିଁ। ଯେଉଁମାନେ ଭାବନ୍ତି ଯେ ଆମ୍ଭେ ଜାଗତିକ ଜୀବନଯାପନ କରୁଛୁ ମୁଁ ସମାନଙ୍କେ ପ୍ରତି ସାହସୀ ହବେି।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:12
ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଦ୍ବାରା, ନିର୍ଭୟ ରେ ପରମେଶ୍ବରଙ୍କ ସମ୍ମୁଖକୁ ୟିବା ପାଇଁ ଆମର ସ୍ବାଧୀନତା ଅଛି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:4
ଯଦିଓ ମୁଁ ନିଜ ଶକ୍ତି ରେ ବିଶ୍ବାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ବାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ବାସ କରିବାର ତା'ର କାରଣ ଅଛି, ତା ହେଲେ ମୁଁ କହିବି ଯେ ତା' ଅପେକ୍ଷା ମାରେ ନିଜ ଉପରେ ବିଶ୍ବାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்