Base Word
πατάσσω
Short Definitionto knock (gently or with a weapon or fatally)
Long Definitionto strike gently: as a part or a member of the body
Derivationprobably prolongation from G3817
Same asG3817
International Phonetic Alphabetpɑˈtɑs.so
IPA modpɑˈtɑs.sow
Syllablepatassō
Dictionpa-TAHS-soh
Diction Modpa-TAHS-soh
Usagesmite, strike

ମାଥିଉଲିଖିତ ସୁସମାଚାର 26:31
ଯୀଶୁ ସମାନଙ୍କେୁ କହିଲେ, ଆଜି ରାତି ରେ ତୁମ୍ଭମାନେେ ମାେ ଉପରୁ ବିଶ୍ବାସ ହ ରଇେ ବସିବ। ଶାସ୍ତ୍ରମାନଙ୍କ ରେ ଏକଥା ଲୋଖାଅଛି: 'ମୁଁ ମଷେପାଳକଙ୍କୁ ମାରି ଦବେି ଏବଂ ମେଣ୍ଢାମାନେ ଏଣତେଣେେ ପଳଇବେେ।' ୟିଖରୀୟ 13:7

ମାଥିଉଲିଖିତ ସୁସମାଚାର 26:51
ଯେଉଁ ଲୋକମାନେ ଯୀଶୁଙ୍କ ସହିତ ଥିଲେ, ସମାନଙ୍କେ ଭିତରୁ ଜଣେ ଶିଷ୍ଯ ତାର ଖଣ୍ଡା ବାହାର କରି ମହାୟାଜକଙ୍କ ଚାକରକୁ ସେଥିଲେ ଆଘାତ କଲା। ଫଳ ରେ ଚାକରର କାନ କଟିଗଲା।

ମାର୍କଲିଖିତ ସୁସମାଚାର 14:27
ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ସମସ୍ତେ ତୁମ୍ଭମାନଙ୍କର ବିଶ୍ବାସ ହ ରଇେ ବସିବ। ଏହା ଶାସ୍ତ୍ର ରେ ଲଖାେ ଅଛି:

ଲୂକଲିଖିତ ସୁସମାଚାର 22:49
ଯୀଶୁଙ୍କର ଶିଷ୍ଯମାନେ ମଧ୍ଯ ସଠାେରେ ଠିଆ ହାଇେଥିଲେ। ଯାହା ଘଟୁଥିଲା, ସମାନେେ ସେ ସବୁ ଦେଖୁଥିଲେ, ସମାନେେ ଯୀଶୁଙ୍କୁ କହିଲେ, ପ୍ରଭୁ, ଆମ୍ଭେ କ'ଣ ଆମ୍ଭର ଖଣ୍ଡାର ପ୍ରଯୋଗ କରିବୁ?

ଲୂକଲିଖିତ ସୁସମାଚାର 22:50
ଏବଂ ଜଣେ ଶିଷ୍ଯ ଖଣ୍ଡା ବ୍ଯବହାର କଲା। ମହାୟାଜକଙ୍କର ଚାକରର ଡାହାଣ କାନଟି ସେ କାଟି ପକାଇଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:24
ମାଶାେ ସଠାେରେ ଜଣେ ମିଶରୀୟ, ଜଣେ ଯିହୂଦୀ ସହିତ ଅନ୍ଯାୟ କରୁଥିବାର ଦେଖିଲେ। ତେଣୁ ସେ ଯିହୂଦୀୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ମିଶରୀୟକୁ ଦଣ୍ଡ ଦେଲେ। ସେ ତାହାକୁ ଏପରି ଆଘାତ କଲେ ଯେ, ମିଶରୀୟ ଜଣକ ସହେିଠା ରେ ମରିଗଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:7
ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ସଠାେରେ ଉଭା ହେଲେ। କଠାେରୀଟି ଉଜ୍ଜ୍ବଳ ଆ ଲୋକରେ ଆଲୋକିତ ହାଇଗେଲା। ସେ ପିତରଙ୍କୁ ହଲଇେ ଦଇେ କହିଲେ, ଶୀଘ୍ର ଉଠ। ସହେି ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:23
େ ହରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ବରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶଷେ ରେ ସେ ମୃତ୍ଯୁବରଣ କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:6
ଏହି ଦୁଇଜଣ ଭବିଷ୍ଯଦ୍ ବାଣୀ କହିବା ବେଳେ ଯେପରି ବର୍ଷା ନ ହୁଏ, ସେଥିନିମନ୍ତେ ଆକାଶକୁ ରୁଦ୍ଧ କରିବା ନିମନ୍ତେ ସମାନଙ୍କେର କ୍ଷମତା ଅଛି। ଜଳକୁ ରକ୍ତ ରେ ପରିଣତ କରିବାର କ୍ଷମତା ସମାନଙ୍କେର ଅଛି। ପୃଥିବୀକୁ ପ୍ରେତ୍ୟକକ ପ୍ରକାରର ମହାମାରୀ ଦ୍ବାରା କଷ୍ଟ ଦବୋର କ୍ଷମତା ସମାନଙ୍କେର ଅଛି। ସମାନେେ ସମାନଙ୍କେର ନିଜ ଇଚ୍ଛା ଅନୁସାରେ ଯେତେଥର ଚାହିଁବେ, ସତେଥର ଏହା କରି ପାରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:15
ସହେି ଅଶ୍ବାରୋହୀଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରଯୋଗ କରିବେ। ସେ ଲୌହଦଣ୍ଡ ରେ ସମାନଙ୍କେୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ବରଙ୍କର କୋରଧରୂପ ଦ୍ରାକ୍ଷାପଷୋ କୁଣ୍ଡକୁ ଦଳିପକାଇବେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்