Base Word
παραβάτης
Short Definitiona violator
Long Definitiona transgressor
Derivationfrom G3845
Same asG3845
International Phonetic Alphabetpɑ.rɑˈβɑ.tes
IPA modpɑ.rɑˈvɑ.te̞s
Syllableparabatēs
Dictionpa-ra-VA-tase
Diction Modpa-ra-VA-tase
Usagebreaker, transgress(-or)

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:25
ଯଦି ତୁମ୍ଭେ ବ୍ଯବସ୍ଥା ପାଳନ କରୁଛ, ତା ହେଲେ ତୁମ୍ଭର ସୁନ୍ନତ ହବୋର ମୂଲ୍ଯ ଅଛି। କିନ୍ତୁ ତୁମ୍ଭେ ଯଦି ବ୍ଯବସ୍ଥା ଭଙ୍ଗ କରୁଛ ତା ହେଲେ ତୁମ୍ଭେ ସୁନ୍ନତ ନ ହବୋ ସହିତ ସମାନ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:27
ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ଯବସ୍ଥା ଅଛି ଓ ସୁନ୍ନତ ମଧ୍ଯ, କିନ୍ତୁ ତୁମ୍ଭମାନେେ ବ୍ଯବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହାଇେ ବ୍ଯବସ୍ଥା ପାଳନ କରୁଥିବା ଲୋକେ ଦଖାଇେ ଦବେେ ଯେ ତୁମ୍ଭେ ଦୋଷୀ ଅଟ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:18
କିନ୍ତୁସଯଉଁ ବିଷୟଗୁଡ଼ିକୁ ଆମ୍ଲଭ ଛାଡ଼ିସଦଇ ସାରିଛୁ, ମୁଁ ଯଦିସସହିଗୁଡ଼ିକର ପୁନଃ ପ୍ରଚାର ଆରମ୍ଭ କଲର, ତାସହଲଲ ଏହା ଭୂଲସହବ।

ଯାକୁବଙ୍କ ପତ୍ 2:9
କିନ୍ତୁ ଯଦି ତୁମ୍ଭେ ଜଣକୁ ଅନ୍ୟ ଜଣକ ତୁଳନା ରେ ଅଧିକ ମହତ୍ବ ଦେଉଛ, ତା' ହେଲେ ତୁମ୍ଭେ ପାପ କରୁଛ। ସହେି ରାଜକୀୟ ବ୍ଯବସ୍ଥା ପ୍ରମାଣିତ କରେ ଯେ, ତୁମ୍ଭେ ପରମେଶ୍ବରଙ୍କ ନିୟମ ଭଙ୍ଗ କରିବା ରେ ଦୋଷୀ ଅଟ।

ଯାକୁବଙ୍କ ପତ୍ 2:11
ପରମେଶ୍ବର କହିଛନ୍ତି, ବ୍ଯଭିଚାରର ପାପ କର ନାହିଁ।330 ସହେି ପରମେଶ୍ବର ପୁନଃ କହିଛନ୍ତି, ହତ୍ଯା ହତ୍ଯା କର ନାହିଁ।331 ଅତଏବ, ତୁମ୍ଭେ ଯଦି ବ୍ଯଭିଚାର ପାପ କରି ନାହଁ କିନ୍ତୁ ଜଣକୁ ହତ୍ଯା କରିଛ, ତା ହେଲେ ପରମେଶ୍ବରଙ୍କ ବ୍ଯବସ୍ଥା ଭାଙ୍ଗିବା ଦୋଷ ରେ ଦୋଷୀ ହେଲ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்