No lexicon data found for Strong's number: 3795

ଯୋହନଲିଖିତ ସୁସମାଚାର 6:9
ଏଠା ରେ ଜଣେ ବାଳକ ଅଛି। ତା'ପାଖ ରେ ପାନ୍ଚୋଟି ରୋଟୀ ଓ ଦୁଇଟି େଛାଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ୟଥେଷ୍ଟ ହବେ ନାହିଁ।

ଯୋହନଲିଖିତ ସୁସମାଚାର 6:11
ଯୀଶୁ ରୋଟୀ ନଇେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ଯ ସହେିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ।

ଯୋହନଲିଖିତ ସୁସମାଚାର 21:9
ଶିଷ୍ଯମାନେ ଯେତବେେଳେ ନେ ୗକାରୁ ବାହାରି କୂଳ ରେ ପହନ୍ଚିଲେ, ସମାନେେ ସେତବେେଳେ ରଡନିଆଁ ଜଳୁଥିବାର ଦେଖିଲେ। ସଠାେରେ ନିଆଁ ଉପରେ ମାଛ ଥିଲା, ଓ କିଛି ରୋଟୀ ମଧ୍ଯ ଥିଲା।

ଯୋହନଲିଖିତ ସୁସମାଚାର 21:10
ତା'ପରେ ଯୀଶୁ କହିଲେ, ତୁମ୍ଭମାନେେ ଧରିଥିବା କିଛି ମାଛ ଆଣ।

ଯୋହନଲିଖିତ ସୁସମାଚାର 21:13
ଯୀଶୁ ଖାଦ୍ୟ ନିକଟକୁ ଆସି ରୋଟୀ ଘନେି ସମାନଙ୍କେୁ ଦେଲେ। ସେ ସମାନଙ୍କେୁ ମାଛ ମଧ୍ଯ ଦେଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்