Base Word
νομοδιδάσκαλος
Short Definitionan expounder of the (Jewish) law, i.e., a Rabbi
Long Definitiona teacher and interpreter of the law: among the Jews
Derivationfrom G3551 and G1320
Same asG1320
International Phonetic Alphabetno.mo.ðiˈðɑ.skɑ.los
IPA modnow.mow.ðiˈðɑ.skɑ.lows
Syllablenomodidaskalos
Dictionnoh-moh-thee-THA-ska-lose
Diction Modnoh-moh-thee-THA-ska-lose
Usagedoctor (teacher) of the law

ଲୂକଲିଖିତ ସୁସମାଚାର 5:17
ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସଠାେରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ଯ ବସିଥଲେ। ସମାନେେ ଗାଲିଲୀର ପ୍ରେତ୍ୟକକ ନଗରରୁ, ୟିହୂଦା ତଥା ୟିରୁଶାଲମରୁ ଆସିଥି ରେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦବୋପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:34
କିନ୍ତୁ ସହେି ସଭା ରେ ଆଇନ ଶିକ୍ଷକ ଗମଲୀଯଲେ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହାଇେ ପ୍ ରରେିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ୟିବାପାଇଁ ଆଦେଶ ଦେଲେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:7
ସହେି ଲୋକମାନେ ବ୍ଯବସ୍ଥାର292 ଶିକ୍ଷାଦାତା ହବୋକୁ ଚାହାଁନ୍ତି। କିନ୍ତୁ ସମାନେେ କ'ଣ କହୁଛନ୍ତି, ତାହା ଜାଣନ୍ତି ନାହିଁ। ସମାନେେ ଯେଉଁ ବିଷୟଗୁଡ଼ିକୁ ନିଶ୍ଚତ ଭାବେ ଜାଣିବା ଭଳି ଜାରେ ଦଇେ କହୁଛନ୍ତି, ସହେି ଶିକ୍ଷାଗୁଡ଼ିକୁ ସମାନେେ ନିଜେ ମଧ୍ଯ ବୁଝି ନ ଥାନ୍ତି।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்