Base Word
νῖκος
Short Definitiona conquest (concretely), i.e., (by implication) triumph
Long Definitionvictory
Derivationfrom G3529
Same asG3529
International Phonetic Alphabetˈni.kos
IPA modˈni.kows
Syllablenikos
DictionNEE-kose
Diction ModNEE-kose
Usagevictory

ମାଥିଉଲିଖିତ ସୁସମାଚାର 12:20
ନଇଁ ପଡ଼ିଥିବା ଛେଚ଼ାନଳର କାଣ୍ଡଟି ସେ ଭାଙ୍ଗିବେ ନାହିଁ କି ଲିଭି ଆସୁଥିବା ଦୀପଟିକୁ ସେ ଲିଭଇବେେ ନାହିଁ। ନ୍ଯାୟର ବିଜୟ ନ ହବୋ ପର୍ୟ୍ଯନ୍ତ ସେ ଅଟଳ ରହିବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:54
କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଏହି ମର୍ତ୍ତ୍ଯ ଦହେ ଅମରତ୍ବ ରୂପ ବସ୍ତ୍ର ଧାରଣ କଲାପରେ ଶାସ୍ତ୍ରର ଏହି କଥା ସଫଳ ହବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:55
ମୃତ୍ଯୁ ତୁମ୍ଭର ବିଜୟ କେଉଁଠା ରେ ଅଛି ? କବର ତୁମ୍ଭର ଆଘାତ କରିବା ଶକ୍ତି କେଉଁଠା ରେ ଅଛି ହାେେଶୟ 13;14

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:57
କିନ୍ତୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଏ ଯେ, ସେ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଆମ୍ଭକୁ ବିଜୟ ପ୍ରଦାନ କରନ୍ତି। ଅତଏବ, ମାେ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ ? ପରମେଶ୍ବରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ୟ୍ଯ କଦାପି ବ୍ଯର୍ଥ ୟିବ ନାହିଁ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்