Base Word
νεότης
Short Definitionnewness, i.e., youthfulness
Long Definitionyouth, youthful age
Derivationfrom G3501
Same asG3501
International Phonetic Alphabetnɛˈo.tes
IPA modne̞ˈow.te̞s
Syllableneotēs
Dictionneh-OH-tase
Diction Modnay-OH-tase
Usageyouth

ମାଥିଉଲିଖିତ ସୁସମାଚାର 19:20
ୟୁବକଟି କହିଲା, ମୁଁ ଏ ସବୁକଥା ମାନିଛି। ଏବେ ମାେ ପାଖ ରେ ଆଉ କ'ଣ ଅଭାବ ରହିଛି?

ମାର୍କଲିଖିତ ସୁସମାଚାର 10:20
ସହେି ଲୋକ ଯୀଶୁଙ୍କୁ କହିଲା, ଗୁରୁ, ମୁଁ ମାେ ପିଲାଦିନୁ ଏହି ସବୁ କଥା ମାନି ଚଳୁଛି।

ଲୂକଲିଖିତ ସୁସମାଚାର 18:21
କିନ୍ତୁ ଯିହୂଦୀ ନେତା ଜଣକ କହିଲେ, ମୁଁ ମାେ ପିଲା ଦିନୁ ଏସବୁ ଆଜ୍ଞା ମାନିଆସିଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:4
ସମସ୍ତ ଯିହୂଦୀୟମାନେ ମାରେ ସମ୍ପୂର୍ଣ୍ଣ ଜୀବନ ବିଷୟ ରେ ଜାଣନ୍ତି। ମୁଁ ପିଲାଦିନରୁ ନିଜ ଦେଶ ରେ ଓ ପରେ ୟିରୂଶାଲମ ରେ କିପରି ବାସ କରିଥିଲି, ତାହା ସମାନେେ ଜାଣନ୍ତି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:12
ତୁମ୍ଭେ ୟୁବକ, କିନ୍ତୁ କହେି ତୁମ୍ଭକୁ ଯେପରି ତୁଚ୍ଛ ବୋଲି ଭାବି ତୁମ୍ଭ ସହିତ କୁବ୍ଯବହାର ନ କରେ। ବିଶ୍ବାସୀମାନଙ୍କ ପାଇଁ, ସମାନେେ କିପରି ରହିବା କଥା ତାହା ଦଖାଇବୋକୁ ତୁମ୍ଭେ ଆଦର୍ଶବାନ ହୁଅ। ତୁମ୍ଭର କଥା ଓ ଜୀବନ ପ୍ରଣାଳୀ ପ୍ ରମେ, ବିଶ୍ବାସ, ପବିତ୍ର ଜୀବନ ଦ୍ବାରା ତୁମ୍ଭେ ସମାନଙ୍କେୁ ତାହା ଦଖାଇେ ଦିଅ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்