Base Word
μωρός
Short Definitiondull or stupid (as if shut up), i.e., heedless, (morally) blockhead, (apparently) absurd
Long Definitionfoolish
Derivationprobably from the base of G3466
Same asG3466
International Phonetic Alphabetmoˈros
IPA modmowˈrows
Syllablemōros
Dictionmoh-ROSE
Diction Modmoh-ROSE
Usagefool(-ish), X foolishness

ମାଥିଉଲିଖିତ ସୁସମାଚାର 5:22
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନେେ ଅନ୍ୟ

ମାଥିଉଲିଖିତ ସୁସମାଚାର 7:26
କିନ୍ତୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, କିନ୍ତୁ ସଗେୁଡିକୁ ମାନି ଚଳନୋହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ଯକ୍ତି ଭଳି।

ମାଥିଉଲିଖିତ ସୁସମାଚାର 23:17
ତୁମ୍ଭମାନେେ ଅନ୍ଧ ଓ ମୂର୍ଖ। ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସହେି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼।

ମାଥିଉଲିଖିତ ସୁସମାଚାର 23:19
ତୁମ୍ଭମାନେେ ଅନ୍ଧ। ତୁମ୍ଭେ କିଛି ବୁଝିନାହଁ। ବଡ଼ କିଏ? ବଦେୀ ନା ଉପହାର? ବଦେୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବଦେୀ ବଡ଼।

ମାଥିଉଲିଖିତ ସୁସମାଚାର 25:2
ତାହାଙ୍କ ଭିତରୁ ପାଞ୍ଚ ଜଣ ବୋକୀ ଥିଲେ। ଆର ପାଞ୍ଚ ଜଣ ଚ଼ତୁର ଥିଲେ।

ମାଥିଉଲିଖିତ ସୁସମାଚାର 25:3
ବୋକୀ ଝିଅ ପାଞ୍ଚଜଣ ସମାନଙ୍କେ ସାଥିଲେ ଦୀପ ସିନା ନଇେଥିଲେ, କିନ୍ତୁ ଦୀପ ଜାଳିବାପାଇଁ ବେଶୀ ତଲେ ଆଣି ନଥିଲେ।

ମାଥିଉଲିଖିତ ସୁସମାଚାର 25:8
ବୋକୀ ଝିଅମାନେ ଚ଼ତୁର ଝିଅମାନଙ୍କୁ କହିଲେ, 'ତୁମ୍ଭ ତଲରେୁ ଆମ୍ଭକୁ ଟିକିଏ ଦିଅ, ଆମ୍ଭ ଦୀପରୁ ତଲେ ପ୍ରାୟ ସରି ଯାଇଛି।'

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:25
ଏପରିକି ପରମେଶ୍ବରଙ୍କ 'ମୂର୍ଖତା' ମନୁଷ୍ଯର ଜ୍ଞାନଠାରୁ ଅଧିକ ଶକ୍ତିୟୁକ୍ତ। ସହେିପରି ପରମେଶ୍ବରଙ୍କ ଦୁର୍ବଳତା ମନୁଷ୍ଯର ଶକ୍ତିଠାରୁ ଅଧିକ ଶକ୍ତିୟୁକ୍ତ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:27
କିନ୍ତୁ ପରମେଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନ ମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ଦୁର୍ବଳ ବିଷୟଗୁଡ଼ିକୁ ମନୋନୀତ କଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:18
ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ୟୁଗ ଅନୁସାରେ ଜ୍ଞାନୀ ଅଟେ, ତା' ହେଲେ ତାକୁ ମୂର୍ଖ ହବୋକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହାଇପୋରିବା

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்