କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:16
ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ ଯେ, ତୁମ୍ଭମାନେେ ମାେପରି ହୁଅ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:1
ଯେପରି ଖ୍ରୀଷ୍ଟଙ୍କ ଅନୁସରଣ କରୁଛି, ତୁମ୍ଭମାନେେ ସପରେି ଅନୁସରଣ କର।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:1
ତୁମ୍ଭମାନେେ ପରମେଶ୍ବରଙ୍କ ପ୍ରିୟ ସନ୍ତାନ। ଅତଏବ ପରମେଶ୍ବରଙ୍କ ଭଳି ହବୋକୁ ଚେଷ୍ଟା କର।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:6
ଏବେ ତୁମ୍ଭମାନେେ ମଧ୍ଯ ଆମ୍ଭ ଭଳି ଓ ପ୍ରଭୁଙ୍କ ଭଳି ହାଇଯୋଇଛ। ଅତ୍ଯଧିକ କଷ୍ଟ ପାଇଲା ପରେ ମଧ୍ଯ ତୁମ୍ଭମାନେେ ସହେି ଶିକ୍ଷାକୁ ଆନନ୍ଦ ରେ ଗ୍ରହଣ କରିଛ। ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ଏହି ଆନନ୍ଦ ପ୍ରଦାନ କରିଛନ୍ତି।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:14
ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ୟିହୂଦା ରେ290 ଥିବା ଖ୍ରୀଷ୍ଟ ଯୀଶୁଙ୍କଠା ରେ ପରମେଶ୍ବରଙ୍କ ମଣ୍ଡଳୀଗୁଡ଼ିକର ଲୋକମାନଙ୍କ ଭଳି ହାଇେଛ। ୟିହୂଦା ରେ ପରମେଶ୍ବରଙ୍କ ଲୋକମାନେ ଅନ୍ୟ ଯିହୂଦୀମାନଙ୍କଠାରୁ ଯାତନା ଭୋଗ କରିଥିଲେ। ତୁମ୍ଭମାନେେ ନିଜ ଦେଶର ଲୋକମାନଙ୍କଠାରୁ ମଧ୍ଯ ସହେିଭଳି ଯାତନା ପାଇଛ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6:12
ତୁମ୍ଭମାନେେ ଆଳସ୍ଯପରାୟଣ ନ ହାଇେ ଯେପରି ପରମେଶ୍ବରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତ ହାଇେଥିବା ଲୋକମାନଙ୍କ ପରି ହୁଅ, ଏକଥା ଆମ୍ଭେ ଚାହୁଁ। ସମାନେେ ତାହାଙ୍କର ବିଶ୍ବାସ ଓ ର୍ଧୈୟ୍ଯ ହତେୁରୁ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହେଉଛନ୍ତି।
ପିତରଙ୍କ ପ୍ରଥମ ପତ୍ 3:13
ଯଦି ତୁମ୍ଭେ ସବୁବେଳେ ଭଲ କରିବା ପାଇଁ ଚେଷ୍ଟା କରୁଥାଅ, ତା ହେଲେ କୌଣସି ଲୋକ ତୁମ୍ଭକୁ ଆଘାତ କରି ପାରିବ ନାହିଁ।
Occurences : 7
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்