ମାଥିଉଲିଖିତ ସୁସମାଚାର 26:39
ସମାନଙ୍କେ ପାଖରୁ କିଛି ଦୁରକୁ ଚାଲିକରି ୟିବାପରେ ଯୀଶୁ ତଳେ ଉବୁଡ଼ ହାଇେ ପଡ଼ିଲେ ଓ ପ୍ରାର୍ଥନା କଲେ, ହେ ପରମପିତା! ଯଦି ସମ୍ଭବ ହୁଏ, ତବେେ ୟନ୍ତ୍ରଣାର ଏହି ପାତ୍ରଟି ମାଠାରୁେ ଦୂର ହାଇଯୋଉ। କିନ୍ତୁ ମାେ ଇଚ୍ଛା ଅନୁସାରେ ନ ହାଇେ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।
ମାଥିଉଲିଖିତ ସୁସମାଚାର 26:73
କିଛି ସମୟ ପରେ ସଠାେରେ ଠିଆ ହାଇେଥିବା ଲୋକମାନେ ପିତରଙ୍କ ପାଖକୁ ଆସି ତାହାଙ୍କୁ କହିଲେ, ଆମ୍ଭେ ଜାଣୁ ତୁମ୍ଭେ ନିଶ୍ଚୟ ତାହାଙ୍କର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ। ଏକଥା ତୁମ୍ଭ କହିବା ଢ଼ଙ୍ଗରୁ ଜଣା ପଡୁଛି।
ମାର୍କଲିଖିତ ସୁସମାଚାର 14:35
ଯୀଶୁ ସମାନଙ୍କେ ଠାରୁ ଅଳ୍ପ ଦୂରକୁ ଚାଲି କରି ଗଲେ। ତା'ପରେ ଯୀଶୁ ଭୂମିରେ ପଡିଗଲେ ଓ ପ୍ରାର୍ଥନା କଲେ ଯେ ଯଦି ସମ୍ଭବ ହୁଏ, ତବେେ ଏ ୟନ୍ତ୍ରଣାର ମୁହୁର୍ତ୍ତଟି ମାେ ପାଖରୁ ଘୁଞ୍ଚିଯାଉ।
ମାର୍କଲିଖିତ ସୁସମାଚାର 14:70
ପୁଣି ଥରେ ପିତର କହିଲେ ଯେ, ଏ କଥା ସତ୍ଯ ନୁହେଁ।
ଯୋହନଲିଖିତ ସୁସମାଚାର 13:33
ଯୀଶୁ କହିଲେ, ମାରେ ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମାେତେ ଖାଜେିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସଠାେକୁ ଆସିପାରିବ ନାହିଁ।
ଯୋହନଲିଖିତ ସୁସମାଚାର 14:19
ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମାେତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମାେତେ ଦେଖି ପାରିବ। ତୁମ୍ଭମାନେେ ଜୀବିତ ରହିବ, କାରଣ ମୁଁ ଜୀବିତ।
ଯୋହନଲିଖିତ ସୁସମାଚାର 16:16
ତୁମ୍ଭେ ମାେତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ। ତା'ପରେ ଆଉ ଅଳ୍ପ ସମୟ ଉତ୍ତା ରେ ତୁମ୍ଭମାନେେ ମାେତେ ପୁଣି ଦେଖିବ।
ଯୋହନଲିଖିତ ସୁସମାଚାର 16:16
ତୁମ୍ଭେ ମାେତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ। ତା'ପରେ ଆଉ ଅଳ୍ପ ସମୟ ଉତ୍ତା ରେ ତୁମ୍ଭମାନେେ ମାେତେ ପୁଣି ଦେଖିବ।
ଯୋହନଲିଖିତ ସୁସମାଚାର 16:17
କେତଜେଣ ଶିଷ୍ଯ ପରସ୍ପରକୁ କହିଲେ, ଯୀଶୁଙ୍କର ଏପରି କହିବା ଅର୍ଥ କ'ଣ, 'ଅଳ୍ପ ସମୟ ପରେ ତୁମ୍ଭେ ମାେତେ ଦେଖି ପାରିବ ନାହିଁ। ପୁଣି ଆଉ ଅଳ୍ପକ୍ଷଣ ଉତ୍ତା ରେ ତୁମ୍ଭେ ମାେତେ ଦେଖିପାରିବ। ପିତାଙ୍କ ନିକଟକୁ ୟିବାର ଅର୍ଥ କ'ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝି ପାରୁନାହୁଁ।

Occurences : 16
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்