Base Word
μετασχηματίζω
Short Definitionto transfigure or disguise; figuratively, to apply (by accommodation)
Long Definitionto change the figure of, to transform
Derivationfrom G3326 and a derivative of G4976
Same asG3326
International Phonetic Alphabetmɛ.tɑ.sxe.mɑˈti.zo
IPA modme̞.tɑ.sxe̞.mɑˈti.zow
Syllablemetaschēmatizō
Dictionmeh-ta-skay-ma-TEE-zoh
Diction Modmay-ta-skay-ma-TEE-zoh
Usagetransfer, transform (self)

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:6
ଭାଇ ଓ ଭଉଣୀମାନେ! ଏ ସମସ୍ତ କହିଲା ବେଳେ ମୁଁ ଆପଲ୍ଲଙ୍କୁ ଓ ନିଜକୁ ଉଦାହରଣ ସ୍ବରୂପ ବ୍ଯବହାର କରୁଛି ଯେପରି ତୁମ୍ଭମାନେେ ଶାସ୍ତ୍ରାଂଶ ଶବ୍ଦ ଗୁଡ଼ିକର ଅର୍ଥ ଆମ୍ଭଠାରୁ ଜାଣିପାରିବ, ତବେେ ଶାସ୍ତ୍ର ରେ ଯାହା ଲଖାେ ଯାଇଛି କବଳେ ତହିଁର ବାଧ୍ଯ ହୁଅ। ତା' ହେଲେ ତୁମ୍ଭମାନେେ ଜରକ ନିମନ୍ତେ ଗର୍ବ କରିବ ନାହିଁ ବା ଅନ୍ୟଜଣକୁ ଘୃଣା କରିବ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:13
ସମାନେେ ସବୁବେଳେ ଦେଖଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସମାନେେ ମଧ୍ଯ ସେଥିପାଇଁ ଗର୍ବ କରନ୍ତି। ସମାନେେ ଭଣ୍ଡ ପ୍ ରରେିତ। ସମାନେେ ପ୍ରତାରକ। ଲୋକେ ଯେପରି ସମାନଙ୍କେୁ ଖ୍ରୀଷ୍ଟଙ୍କର ପ୍ ରରେିତ ବୋଲି ଭାବିବେ, ଏଥିପାଇଁ ସମାନେେ ନିଜର ବେଶ ବଦଳାଇଥାନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:14
ଏହା ଆମ୍ଭକୁ ଆଶ୍ଚର୍ୟ୍ଯ ଲାଗୁ ନାହିଁ। କାରଣ ଏପରି କି ଶୟତାନ ନିଜେ ମଧ୍ଯ ତଜେସ୍ବୀ ସ୍ବର୍ଗଦୂତର ରୂପ ଧାରଣ କରେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:15
ଅତଏବ, ତା'ର ସବେକମାନେ ଯଦି ଧାର୍ମିକତାର ସବେକରୂପ ଧାରଣ କରନ୍ତି, ଏହା କ'ଣ ଆଶ୍ଚର୍ୟ୍ଯର କଥା ? କିନ୍ତୁ ଶଷେ ରେ ସମାନେେ ତାଙ୍କ କର୍ମ ପାଇଁ ଅବଶ୍ଯ ଦଣ୍ଡ ପାଇବେ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:21
ସେ ସ୍ବର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳ ରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସହେି ଶକ୍ତି ବଳ ରେ ସେ ଆମ୍ଭର ହୟେ, ଦହଗେୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦହେ ଭଳି ଗୌରବମୟ କରି ଦବେେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்