Base Word
μαίνομαι
Short Definitionthrough the idea of insensate craving); to rave as a "maniac"
Long Definitionto be mad, to rave
Derivationmiddle voice from a primary μάω (to long for
Same as
International Phonetic Alphabetˈmɛ.no.mɛ
IPA modˈme.now.me
Syllablemainomai
DictionMEH-noh-meh
Diction ModMAY-noh-may
Usagebe beside self (mad)

ଯୋହନଲିଖିତ ସୁସମାଚାର 10:20
ସମାନଙ୍କେ ମଧ୍ଯରୁ ଅନକେ ଯିହୂଦୀ କହିଲେ, ଜଣେ ଭୂତ ତା ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦଇେଛି। ଏ ଭଳି ଲୋକର କଥା ଶୁଣି ଲାଭ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:15
ବିଶ୍ବାସୀମାନେ ରୋଦର କଥା ଶୁଣି ତାହାକୁ କହିଲେ, ତୁ ପାଗଳୀ, କିନ୍ତୁ ସେ ତା କଥା ସତ୍ଯ ବୋଲି ଦୃଢ଼ଭାବେ କହିବାକୁ ଲାଗିଲା। ସମାନେେ କହିଲେ, ସେ ନିଶ୍ଚୟ ପିତରଙ୍କର ଦୂତ।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:24
ପାଉଲ ଆତ୍ମରକ୍ଷା ପାଇଁ ଏହି ସବୁ କଥା କହିଲା ବେଳେ, ଫେଷ୍ଟ ଖୁବ୍ ଜାରେ ରେ କହିଲେ, ପାଉଲ, ତୁମ୍ଭେ ପାଗଳା ବହୁତ ପଢ଼ିବା କାରଣରୁ ତୁମ୍ଭେ ପାଗଳ ହାଇଯୋଇଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:25
ପାଉଲ ଏହା ଶୁଣି ଉତ୍ତର ଦେଲେ, ହେ ମହମାନ୍ଯ ଫେଷ୍ଟ, ମୁଁ ପାଗଳ ନୁହେଁ। ମାରେ ସବୁ କଥା ସତ୍ଯ ଓ ୟୁକ୍ତିୟୁକ୍ତ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:23
ଯଦି ସମସ୍ତ ମଣ୍ଡଳୀ ସମବତେ ହୁଅନ୍ତି ଓ ସମସ୍ତେ ଅନ୍ୟଭାଷା ରେ କଥା କହନ୍ତି, ପୁଣି ସାଧାରଣ ଓ ଅବିଶ୍ବାସୀ ଲୋକମାନେ ଆସନ୍ତି, ସମାନେେ ଯଦି ବୁଝି ନ ପାରନ୍ତି, ତାହାହେଲେ ସମାନେେ ତୁମ୍ଭକୁ ପାଗଳ କହିବେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்