Base Word
λυπέω
Short Definitionto distress; reflexively or passively, to be sad
Long Definitionto make sorrowful
Derivationfrom G3077
Same asG3077
International Phonetic Alphabetlyˈpɛ.o
IPA modljuˈpe̞.ow
Syllablelypeō
Dictionloo-PEH-oh
Diction Modlyoo-PAY-oh
Usagecause grief, grieve, be in heaviness, (be) sorrow(-ful), be (make) sorry

ମାଥିଉଲିଖିତ ସୁସମାଚାର 14:9
ଏହା ଶୁଣି ହରେୋଦ ବହୁତ ଦୁଃଖୀ ହେଲେ। କିନ୍ତୁ ସେ ଶପଥ କରି ସାରିଥିଲେ, ଯେ ଝିଅ ଯାହା ମାଗିବ ତାହା ତାକୁ ସେ ଦବେେ। ତା' ଛଡା େ ହରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ଯ ଶପଥ ଶୁଣିଥିଲେ। ତେଣୁ ହରେୋଦ ଝିଅକୁ ଯାହା କିଛି ସେ ମାଗିଥିଲେ ତାହା ଦବୋପାଇଁ ଆଦେଶ ଦେଲେ।

ମାଥିଉଲିଖିତ ସୁସମାଚାର 17:23
ସମାନେେ ତାହାଙ୍କୁ ମାରି ଦବେେ। କିନ୍ତୁ ସେ ମୃତ୍ଯୁରୁ ତୃତୀୟ ଦିନ ବଞ୍ଚି ଉଠିବେ। ଯୀଶୁଙ୍କୁ ମାରି ଦିଆୟିବ ବୋଲି ଖବର ଶୁଣି ତାହାଙ୍କ ଶିଷ୍ଯମାନେ ବହୁତ ମନଦୁଃଖ କଲେ।

ମାଥିଉଲିଖିତ ସୁସମାଚାର 18:31
ଅନ୍ୟ ଚ଼ାକରମାନେ ଏ ସମସ୍ତ ଘଟଣା ଦେଖିଲେ, ଓ ବଡ଼ ଦୁଃଖିତ ହେଲ। ତେଣୁ ଯାହା ସବୁ ଘଟିଥିଲା, ସେ ସବୁ ସମାନେେ ସମାନଙ୍କେ ମାଲିକଙ୍କ ଆଗ ରେ ଯାଇ କହିଲେ।

ମାଥିଉଲିଖିତ ସୁସମାଚାର 19:22
ୟୁବକଟି ଏକଥା ଶୁଣିବା ପରେ ବହୁତ ଦୁଃଖ କଲା। ସେ ବହୁତ ଧନୀ ଥିଲା ଓ ନିଜର ଧନ ପାଖ ରେ ରଖିବାକୁ ଚ଼ାହୁଁଥିଲା। ତେଣୁ ସେ ଯୀଶୁଙ୍କୁ ଛାଡ଼ି ଚ଼ାଲିଗଲା।

ମାଥିଉଲିଖିତ ସୁସମାଚାର 26:22
ଏହାଶୁଣି ସମାନେେ ବହୁତ ଦୁଃଖିତ ହେଲେ। ପ୍ରେତ୍ୟକକ ଶିଷ୍ଯ ଯୀଶୁଙ୍କୁ ପଚ଼ାରିଲେ, ପ୍ରଭୁ, ନିଶ୍ଚିତଭାବରେ ସେ ଜଣକ ମୁଁ ନୁହେଁ! କୁହନ୍ତୁ ମୁଁ କି?

ମାଥିଉଲିଖିତ ସୁସମାଚାର 26:37
ଯୀଶୁ ପିତର ଓ ଜବଦେୀଙ୍କ ଦୁଇ ପୁଅଙ୍କୁ ସାଙ୍ଗ ରେ ନେଲେ। ତା'ପରେ ଯୀଶୁ ଦୁଃଖ ଓ ବ୍ଯାକୁଳତା ଅନୁଭବ କଲେ।

ମାର୍କଲିଖିତ ସୁସମାଚାର 10:22
ଯୀଶୁଙ୍କ କଥା ଶୁଣି ଲୋକଟିର ମନ ଦୁଃଖ ହାଇଗେଲା। ସେ ମନ ଦୁଃଖ ରେ ଫରେିଗଲା। କାରଣ ସେ ବହୁତ ଧନୀ ଥିଲା ଓ ତାର ଧନ ନିଜ ପାଖ ରେ ରଖିବାକୁ ଚାହୁଁଥିଲା।

ମାର୍କଲିଖିତ ସୁସମାଚାର 14:19
ଏହା ଶୁଣି ଶିଷ୍ଯମାନେ ବହୁତ ମନ ଦୁଃଖ କଲେ। ପ୍ରେତ୍ୟକକେ ଯୀଶୁଙ୍କୁ କହିଲେ, ନିଶ୍ଚୟ ମୁଁ ସହେି ଲୋକ ନୁହେଁ।

ଯୋହନଲିଖିତ ସୁସମାଚାର 16:20
ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭମାନେେ କାନ୍ଦିବ ଓ ଦୁଃଖିତ ହବେ, କିନ୍ତୁ ଜଗତ ଆନନ୍ଦିତ ହବେ। ତୁମ୍ଭେ ଦୁଃଖୀ ହବେ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦ ରେ ପରିଣତ ହବେ,

ଯୋହନଲିଖିତ ସୁସମାଚାର 21:17
ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ, ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ ମାେତେ ପ୍ ରମେ କର କି?

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்