Base Word
λῃστής
Short Definitiona brigand
Long Definitiona robber, plunderer, freebooter, brigand
Derivationfrom ληΐζομαι (to plunder)
Same as
International Phonetic Alphabetleˈstes
IPA modle̞ˈste̞s
Syllablelēstēs
Dictionlay-STASE
Diction Modlay-STASE
Usagerobber, thief

ମାଥିଉଲିଖିତ ସୁସମାଚାର 21:13
ଯୀଶୁ ସମାନଙ୍କେୁ କହିଲେ, ଶାସ୍ତ୍ର ରେ ଏକଥା ଲଖାେଅଛି, 'ମାେ ଘର ପ୍ରାର୍ଥନା ଘର ବୋଲି କୁହା ୟିବ।' କିନ୍ତୁ ତୁମ୍ଭମାନେେ ଏହାକୁ ଡ଼କାୟତଙ୍କ ଆଡ଼ଡ଼ା ସ୍ଥଳି କରି ଦଇେଛ।

ମାଥିଉଲିଖିତ ସୁସମାଚାର 26:55
ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନଇେ ମାେତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସର ରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତବେେଳେ ତୁମ୍ଭେ ମାେତେ ବନ୍ଦୀ କରିଲନାହିଁ।

ମାଥିଉଲିଖିତ ସୁସମାଚାର 27:38
ସହେି ସମୟରେ ଦୁଇଜଣ ଡ଼କାୟତଙ୍କୁ ମଧ୍ଯ ଯୀଶୁଙ୍କ ପାଖ ରେ କୃଶ ରେ ଚଢ଼ଇେ ଦିଆଗଲା। ଜଣକୁ ତାହାଙ୍କ ଡ଼ାହାଣ ପଟେ ଓ ଆର ଜଣକୁ ବାମ ପଟେ।

ମାଥିଉଲିଖିତ ସୁସମାଚାର 27:44
ଯେଉଁ ଡ଼କାୟତମାନଙ୍କୁ ଯୀଶୁଙ୍କ ପାଖ ରେ କୃଶ ରେ ଚ଼ଢ଼ଇେ ଦିଆଯାଉଥିଲା, ସମାନେେ ମଧ୍ଯ ଯୀଶୁଙ୍କୁ ସହେିଭଳି ଥଟ୍ଟା କରିବା ରେ ଲାଗିଲେ।

ମାର୍କଲିଖିତ ସୁସମାଚାର 11:17
ତା'ପରେ ସେ ସମାନଙ୍କେୁ ଉପଦେଶ ଦଇେ କହିଲେ, ଶାସ୍ତ୍ର ରେ ଏ କଥା ଲଖାେ ଅଛି ଯେ, 'ମାେ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାୟିବ। କିନ୍ତୁ ତୁମ୍ଭମାନେେ ତ ତାକୁ ଚୋରମାନଙ୍କର ଆଶ୍ରୟ ସ୍ଥଳ ରେ ପରିଣତ କରି ଦେଉଛ'

ମାର୍କଲିଖିତ ସୁସମାଚାର 14:48
ଯୀଶୁ ସହେି ଲୋକମାନଙ୍କୁ କହିଲେ, ମୁଁ କ'ଣ ଜଣେ ଅପରାଧୀ ଯେ ତୁମ୍ଭମାନେେ ଖଣ୍ଡା ଓ ଠେଙ୍ଗା ନଇେ ମାେତେ ଧରି ନବୋକୁ ଆସିଛ?

ମାର୍କଲିଖିତ ସୁସମାଚାର 15:27
ଯୀଶୁଙ୍କ ସହିତ ଆଉ ଦୁଇଜଣ ଡକାୟତଙ୍କୁ ମଧ୍ଯ ସମାନେେ କୃଶ ବିଦ୍ଧ କଲେ।

ଲୂକଲିଖିତ ସୁସମାଚାର 10:30
ଏହି ପ୍ରଶ୍ନର ଉତ୍ତର ଦବୋକୁ ଯାଇ ଯୀଶୁ କହିଲେ, ଜଣେ ଲୋକ ୟିରୂଶାଲମରୁ ଯିରୀହାକେୁ ଯାଉଥିଲା। ବାଟରେ ସେ ଡକାୟତମାନଙ୍କ ହାବୁଡ ରେ ପଡିଲା। ସମାନେେ ତା' ଲୁଗାପଟା ସବୁ ଚିରି ବାହାର କରି ଓ ତାକୁ ମାଡ ମାରି ଅର୍ଦ୍ଧମୃତ ଅବସ୍ଥା ରେ ପକାଇଦଇେ ଚାଲିଗଲେ।

ଲୂକଲିଖିତ ସୁସମାଚାର 10:36
ଏହାପରେ ଯୀଶୁ କହିଲେ, ଏବେ କୁହ, ଡକାୟତମାନଙ୍କ ହାବୁଡ ରେ ପଡି ଆହତ ହାଇେଥିବା ଲୋକଟିକୁ ଏହି ତିନି ଜଣଙ୍କ ମଧ୍ଯରୁ କିଏ ପ୍ ରମେଭାବ ଦଖାଇେଲେ ବୋଲି ତୁମ୍ଭେ ଭାବୁଛ?

ଲୂକଲିଖିତ ସୁସମାଚାର 19:46
ଯୀଶୁ କହିଲେ, ଶାସ୍ତ୍ର ରେ ଲଖାେଅଛି: 'ମାେ ଗୃହ ପ୍ରାର୍ଥନାଗୃହ ହବେ।' କିନ୍ତୁ ତୁମ୍ଭମାନେେ ଏହାକୁ ଚୋରମାନଙ୍କ ଆଡ୍ଡାସ୍ଥଳି କରି ଦଇେଛ।'

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்