Base Word
λάμπω
Short Definitionto beam, i.e., radiate brilliancy (literally or figuratively)
Long Definitionto shine
Derivationa primary verb
Same as
International Phonetic Alphabetˈlɑm.po
IPA modˈlɑm.pow
Syllablelampō
DictionLAHM-poh
Diction ModLAHM-poh
Usagegive light, shine

ମାଥିଉଲିଖିତ ସୁସମାଚାର 5:15
ଲୋକେ ଦୀପଟିଏ ଜଳଇେ ତାକୁ ହାଣ୍ଡି ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ବାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ।

ମାଥିଉଲିଖିତ ସୁସମାଚାର 5:16
ଲୋକଙ୍କ ଆଗ ରେ ତୁମ୍ଭମାନେେ ଆଲୋକ ଭଳି ପ୍ରକାଶିତ ହୁଅ। ସମାନେେ ତୁମ୍ଭର ଭଲ କାମଗୁଡିକ ଦେଖନ୍ତୁ ଓ ସ୍ବର୍ଗ ରେ ରହୁଥିବା ତୁମ୍ଭ ପରମ ପିତାଙ୍କ ପ୍ରଶଂସା ଗାନ କରନ୍ତୁ।

ମାଥିଉଲିଖିତ ସୁସମାଚାର 17:2
ସମାନଙ୍କେ ଆଗ ରେ ଯୀଶୁଙ୍କ ସ୍ବରୂପ ବଦଳିଗଲା। ତାହାଙ୍କର ମୁହଁ ସୂର୍ୟ୍ଯ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦଖାଗେଲା।

ଲୂକଲିଖିତ ସୁସମାଚାର 17:24
ମନୁଷ୍ଯପୁତ୍ରଙ୍କର ଫରେି ଆସିବା ସମୟ ତୁମ୍ଭମାନେେ ଜାଣି ପାରିବ। ଯେଉଁ ଦିନ ସେ ଫରେି ଆସିବେ, ସେ ଆକାଶ ରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ୟ୍ଯନ୍ତ ଉଜ୍ଜ୍ବଳ ବିଜୁଳି ଝଲକିଲା ଭଳି ଦଖାେଯିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:7
ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ସଠାେରେ ଉଭା ହେଲେ। କଠାେରୀଟି ଉଜ୍ଜ୍ବଳ ଆ ଲୋକରେ ଆଲୋକିତ ହାଇଗେଲା। ସେ ପିତରଙ୍କୁ ହଲଇେ ଦଇେ କହିଲେ, ଶୀଘ୍ର ଉଠ। ସହେି ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:6
ଥରେ ପରମେଶ୍ବର କହିଲେ : ଅନ୍ଧକାର ମଧ୍ଯରୁ ଆଲୋକ ପ୍ରକାଶିତ ହବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:6
ଥରେ ପରମେଶ୍ବର କହିଲେ : ଅନ୍ଧକାର ମଧ୍ଯରୁ ଆଲୋକ ପ୍ରକାଶିତ ହବେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்