Base Word
κτάομαι
Short Definitionto get, i.e., acquire (by any means; own)
Long Definitionto acquire, get, or procure a thing for one's self, to possess
Derivationa primary verb
Same as
International Phonetic Alphabetkˈtɑ.o.mɛ
IPA modkˈtɑ.ow.me
Syllablektaomai
Dictionk-TA-oh-meh
Diction Modk-TA-oh-may
Usageobtain, possess, provide, purchase

ମାଥିଉଲିଖିତ ସୁସମାଚାର 10:9
ତୁମ୍ଭେ ତୁମ୍ଭମାନଙ୍କ ସାଙ୍ଗ ରେ ସୁନା, ରୂପା କିମ୍ବା ତମ୍ବା ନିଅନାହିଁ।

ଲୂକଲିଖିତ ସୁସମାଚାର 18:12
ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହ ରେ ଦୁଇ ଥର ଉପବାସ କରେ। ମୁଁ ମାରେସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।'

ଲୂକଲିଖିତ ସୁସମାଚାର 21:19
ଏହି ସବୁ ଘଟଣା ଭିତ ରେ ତୁମ୍ଭମାନେେ ତୁମ୍ଭ ବିଶ୍ବାସ ରେ ଦୃଢ ରହିଲେ ନିଜକୁ ରକ୍ଷା କରିପାରିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:18
ୟିହୂଦାକୁ ଏହି ଘୃଣ୍ଯ କାମ କରିବା ପାଇଁ ଟଙ୍କା ଦିଆଯାଇଥିଲା। ସେଥି ରେ ସେ ଗୋଟିଏ ଜମି କିମି ଦଲୋ। କିନ୍ତୁ ସେ ନିଜେ ମୁଣ୍ଡ ମାଡ଼ି ହାଇେ ପଡ଼ିଲା। ପରେ ତା'ର ପଟେ ଫାଟିଗଲା ଓ ଅନ୍ତବୁଜୁଳା ବାହାରି ପଡ଼ିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:20
ପିତର ତାହାକୁ କହିଲେ, ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହାଇଯୋଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ବରଙ୍କ ଦାନ ଟଙ୍କା ରେ କିଣି ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:28
ସନୋଧ୍ଯକ୍ଷ କହିଲେ, ମୁଁ ଜଣେ ରୋମୀୟ ନାଗରିକ ହବୋପାଇଁ ପ୍ରଚୁ଼ର ଟଙ୍କା ଦଇେଥିଲି।।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:4
ପରମେଶ୍ବର ଚାହାଁନ୍ତି ଯେ, ତୁମ୍ଭମାନେେ ପ୍ରେତ୍ୟକକ ନିଜ ଶରୀରକୁ ସଂୟମ କରିବାକୁ ଶିଖ। ତୁମ୍ଭମାନେେ ନିଜ ଶରୀରକୁ ଏପରି ବ୍ଯବହାର କର ଯେ, ତାହା ପବିତ୍ର ହବେ ଓ ପରମେଶ୍ବରଙ୍କୁ ଗୌରବ ଦବେ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ ହବୋକୁ ଦିଅ ନାହିଁ।291

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்