Base Word
κρατέω
Short Definitionto use strength, i.e., seize or retain (literally or figuratively)
Long Definitionto have power, be powerful
Derivationfrom G2904
Same asG2904
International Phonetic Alphabetkrɑˈtɛ.o
IPA modkrɑˈte̞.ow
Syllablekrateō
Dictionkra-TEH-oh
Diction Modkra-TAY-oh
Usagehold (by, fast), keep, lay hand (hold) on, obtain, retain, take (by)

ମାଥିଉଲିଖିତ ସୁସମାଚାର 9:25
ଲୋକଙ୍କୁ ଘର ଭିତରୁ ବାହାର କରି ଦିଆୟିବା ପରେ ଯୀଶୁ ଭତରକୁ ଗଲେ। ଝିଅଟିର ହାତ ଧରିଲେ। ଝିଅଟି ଉଠି ଠିଆ ହେଲା।

ମାଥିଉଲିଖିତ ସୁସମାଚାର 12:11
ଯୀଶୁ କହିଲେ, ମନକରେ ତୁମ୍ଭର କାହାରି ଗୋଟିଏ ମଷେ ଅଛି ଓ ସହେି ମଷଠାରୁେ ବିଶ୍ରାମଦିବସ ରେ ଖାଲ ଭିତ ରେ ଖସି ପଡିଲା। ତୁମ୍ଭେ କ'ଣ ତାକୁ ଖାଲରୁ ବାହାର କରି ଆଣବ ନାହିଁ?

ମାଥିଉଲିଖିତ ସୁସମାଚାର 14:3
ଏହି ସମୟ ପୂର୍ବରୁ େ ହରୋଦ ଯୋହନଙ୍କୁ ବନ୍ଦୀ କରି ଶିକୁଳି ରେ ବାନ୍ଧି କାରାଗାର ରେ ନିକ୍ଷପେ କରିଥିଲେ। ସେ େ ହରୋଦିଆଙ୍କ ଅନୁ ରୋଧକ୍ରମେ ଏକଥା କରିଥିଲେ। ହରେୋଦିଆ ହରେୋଦଙ୍କ ଭାଇ ଫିଲିପ୍ପଙ୍କ ସ୍ତ୍ରୀ ଥିଲେ।

ମାଥିଉଲିଖିତ ସୁସମାଚାର 18:28
ଚ଼ାକର ବାହାରୁଥିବା ସମୟରେ ରାସ୍ତା ରେ ସେ ତା'ର ଜଣେ ସଙ୍ଗୀ ଚ଼ାକରକୁ ଦେଖିଲା। ସେ ଜଣକ ତାଠାରୁ ଶ ହେ ମୁଦ୍ରା ଋଣ କରିଥିଲା। ପ୍ରଥମେ ଚ଼ାକର ଦ୍ବିତୀୟ ଚ଼ାକରର ତଣ୍ଟି ଚ଼ିପି ଧରି କହିଲା, 'ମାେ ଠାରୁ ଯେଉଁ ଋଣ ନଇେଛୁ, ତାହାକୁ ଶୁଝି ଦେ।'

ମାଥିଉଲିଖିତ ସୁସମାଚାର 21:46
ତେଣୁ ସମାନେେ ଯୀଶୁଙ୍କୁ ବନ୍ଦୀ କରିବାକୁ ଚେ଼ଷ୍ଟା କଲେ। ସମାନେେ କିନ୍ତୁ ଲୋକମାନଙ୍କୁ ଡ଼ରୁଥିଲେ। କାରଣ ଲୋକେ ଯୀଶୁଙ୍କୁ ଜଣେ ଭବିଷ୍ଯଦ୍ବକ୍ତା ବୋଲି ବିଶ୍ବାସ କରୁଥିଲେ।

ମାଥିଉଲିଖିତ ସୁସମାଚାର 22:6
ଆଉ କେତକେ ଲୋକ ଚ଼ାକରମାନଙ୍କୁ ଧରି ନଇେ ପିଟାପିଟି କଲେ ଓ ସମାନଙ୍କେୁ ମାରି ଦେଲେ।

ମାଥିଉଲିଖିତ ସୁସମାଚାର 26:4
ସମାନେେ ଯୀଶୁଙ୍କୁ କପଟ ରେ ବନ୍ଦୀ କରି ତାହାଙ୍କୁ ମାରିଦବୋ ପାଇଁ ଯୋଜନା କଲେ।

ମାଥିଉଲିଖିତ ସୁସମାଚାର 26:48
ୟିହୂଦା ଲୋକମାନଙ୍କୁ ଯୀଶୁ କିଏ ବୋଲି ଚିହ୍ନଇେ ଦବୋ ପାଇଁ ଗୋଟିଏ ସଙ୍କତେ ବତଇେ ଦେଲେ। ସେ କହିଲେ, ମୁଁ ଯାହାକୁ ଚୁମ୍ବନ କରିବି, ସେ ସହେି ଲୋକ। ତାକୁ ବନ୍ଦୀ କରିବ।

ମାଥିଉଲିଖିତ ସୁସମାଚାର 26:50
ଯୀଶୁ କହିଲେ, ବନ୍ଧୁ ତୁମ୍ଭେ ଯେଉଁ କାମ ରେ ଆସିଛ, ତାହା କର!

ମାଥିଉଲିଖିତ ସୁସମାଚାର 26:55
ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନଇେ ମାେତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସର ରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତବେେଳେ ତୁମ୍ଭେ ମାେତେ ବନ୍ଦୀ କରିଲନାହିଁ।

Occurences : 47

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்