Base Word
κηρύσσω
Short Definitionto herald (as a public crier), especially divine truth (the gospel)
Long Definitionto be a herald, to officiate as a herald
Derivationof uncertain affinity
Same as
International Phonetic Alphabetkeˈrys.so
IPA modke̞ˈrjus.sow
Syllablekēryssō
Dictionkay-ROOS-soh
Diction Modkay-RYOOS-soh
Usagepreacher(-er), proclaim, publish

ମାଥିଉଲିଖିତ ସୁସମାଚାର 3:1
ସହେି ସମୟରେ ବାପ୍ତିଜକ ଯୋହନ ଆସି ୟିହୂଦା ପ୍ରଦେଶର ପ୍ରାନ୍ତର ମଧିଅରେ ଘାଷେଣା କରି କହିବାକୁ ଲାଗିଲେ

ମାଥିଉଲିଖିତ ସୁସମାଚାର 4:17
ସହେି ଦିନଠାରୁ ଯୀଶୁ ପ୍ରଗ୍ଭର କରିବା ଆରମ୍ଭ କରି ଦେଲେ। ସେ କହିଲେ, ହୃଦୟ ପରିବର୍ତ୍ତନ କର, କାରଣ ସ୍ବର୍ଗରାଜ୍ଯ ନିକଟ ହାଇଗେଲାଣି।

ମାଥିଉଲିଖିତ ସୁସମାଚାର 4:23
ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।

ମାଥିଉଲିଖିତ ସୁସମାଚାର 9:35
ଯୀଶୁ ନଗର-ନଗର ଓ ଗାଁ ଗାଁ ଯାତ୍ରା କରିବାକୁ ଲାଗିଲେ। ସେ ବାଟରେ ଯିହୂଦୀ ପ୍ରାର୍ଥନା ଗୃହମାନଙ୍କ ରେ ଉପଦେଶ ଦେଲେ, ଓ ପରମେଶ୍ବରଙ୍କ ରାଜ୍ଯର ସୁସମାଗ୍ଭର ପ୍ରଗ୍ଭର କଲେ। ସେ ଲୋକଙ୍କର ସବୁ ପ୍ରକାର ରୋଗ ଓ ଅସୁସ୍ଥତାକୁ ସୁସ୍ଥ କରି ଦେଲେ।

ମାଥିଉଲିଖିତ ସୁସମାଚାର 10:7
ତୁମ୍ଭମାନେେ ପ୍ରଚାର କର, 'ସ୍ବର୍ଗରାଜ୍ଯ ନିକଟ ହାଇେ ଗଲାଣି।'

ମାଥିଉଲିଖିତ ସୁସମାଚାର 10:27
ମୁଁ ଗୋପନ ରେ ତୁମ୍ଭକୁ ଯାହା ସବୁ କହୁଛି, ତୁମ୍ଭେ ତାହାକୁ ପ୍ରକାଶ୍ଯ ଦିବା ଲୋକରେ କୁହ। ମୁଁ ତୁମ୍ଭକୁ ଆସ୍ତେ ଆସ୍ତେ ଯାହା କହୁଛି, ତୁମ୍ଭେ ଘର ଛାତ ଉପରେ ଚିତ୍କାର କରି ତାହା କୁହ।

ମାଥିଉଲିଖିତ ସୁସମାଚାର 11:1
ଯୀଶୁ ତାହାଙ୍କର ବାର ଜଣ ଯାକ ଶିଷ୍ଯଙ୍କୁ ନିର୍ଦ୍ଦେଶ ଦଇେ ସାରିବା ପରେ ସେ ସ୍ଥାନ ଛାଡି ଗ୍ଭଲିଗଲେ। ସେ ଗାଲିଲୀ ପ୍ରଦେଶର ସହରମାନଙ୍କ ରେ ତାହାଙ୍କର ଉପଦେଶ ଓ ବାର୍ତ୍ତା ପ୍ରଚାର କରିବା ନିମନ୍ତେ ଗଲେ।

ମାଥିଉଲିଖିତ ସୁସମାଚାର 24:14
ଇଶ୍ବରଙ୍କ ରାଜ୍ଯର ସୁସମାଚ଼ାର ସାରା ଜଗତ ରେ ପ୍ରଚ଼ାରିତ ହବେ। ସମସ୍ତ ଦେଶର ଲୋକମାନେ ଏହା ଶୁଣିବେ। ତା'ପରେ ଅନ୍ତକାଳ ଆସିବ।

ମାଥିଉଲିଖିତ ସୁସମାଚାର 26:13
ମୁଁ ତୁମ୍ଭକୁ ସତ୍ଯ କହୁଛି, ଏ ଜଗତ ରେ ସର୍ବତ୍ର ଲୋକମାନଙ୍କ ମଧିଅରେ ସୁସମାଚ଼ାର ଘୋଷଣା କରାୟିବ। ତା ସହିତ ଏ ସ୍ତ୍ରୀ ଲୋକଟି କ'ଣ କରିଥିଲା, ସେ ବିଷୟ ମଧ୍ଯ ଘୋଷଣା କରାୟିବ। ଲୋକମାନେ ତାକୁ ମନେ ରଖିବେ।

ମାର୍କଲିଖିତ ସୁସମାଚାର 1:4
ତେଣୁ ବାପ୍ତିଜକ ଯୋହନ ମରୁଭୂମି ଅଞ୍ଚଳକୁ ଆସି ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ। ସେ ସମାନଙ୍କେୁ କହିଲେ, ତୁମ୍ଭମାନେେ ନିଜର ହୃଦୟ ପରିବର୍ତ୍ତନ କରିବାକୁ ଚାହୁଁ ଥିବାରୁ ବାପ୍ତିସ୍ମ ଗ୍ରହଣ କର। ତା'ପରେ ସମାନଙ୍କେର ପାପଗୁଡିକୁ କ୍ଷମା କରାୟିବ।

Occurences : 61

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்