Base Word | |
καταπέτασμα | |
Short Definition | something spread thoroughly, i.e., (specially) the door screen (to the Most Holy Place) in the Jewish Temple |
Long Definition | a veil spread out, a curtain |
Derivation | from a compound of G2596 and a congener of G4072 |
Same as | G2596 |
International Phonetic Alphabet | kɑ.tɑˈpɛ.tɑ.smɑ |
IPA mod | kɑ.tɑˈpe̞.tɑ.smɑ |
Syllable | katapetasma |
Diction | ka-ta-PEH-ta-sma |
Diction Mod | ka-ta-PAY-ta-sma |
Usage | vail |
ମାଥିଉଲିଖିତ ସୁସମାଚାର 27:51
ତା'ପରେ ମନ୍ଦିରର ପରଦା ଉପରୁ ତଳ ପର୍ୟ୍ଯନ୍ତ ଚିରିଯାଇ ଦୁଇଖଣ୍ଡ ହାଇଗେଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟି ଗଲା,
ମାର୍କଲିଖିତ ସୁସମାଚାର 15:38
ଯୀଶୁ ଯେତବେେଳେ ପ୍ରାଣତ୍ଯାଗ କଲେ, ସେତବେେଳେ ମନ୍ଦିରର ପରଦା ଉପରୁ ତଳ ପର୍ୟ୍ଯନ୍ତ ଦୁଇଖଣ୍ଡ ହାଇେ ଚିରିଗଲା।
ଲୂକଲିଖିତ ସୁସମାଚାର 23:45
ସୂର୍ୟ୍ଯ ଦଖାଯାେଉ ନଥିଲେ। ମନ୍ଦିରର ପରଦା ଦୁଇଖଣ୍ଡ ହାଇେ ଚିରିଗଲା।
ଏବ୍ରୀମାନଙ୍କ ନିକଟକୁ ପତ୍ର 6:19
ଆମ୍ଭର ସହେି ଭରସା ଗୋଟିଏ ଲଙ୍ଗର ଭଳି ନିଶ୍ଚିତ ଓ ସୁଦୃଢ଼। ଏହା ମନ୍ଦିରର ପରଦା ଆଢୁଆଳ ରେ ଥିବା ପବିତ୍ର ସ୍ଥାନ ରେ ପ୍ରବେଶ କରି ଆମ୍ଭର ଆତ୍ମାକୁ ସୁରକ୍ଷିତ ରେଖ।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:3
ଦ୍ବିତୀୟ ପରଦା ପଛ ପଟ ରେ ଯେଉଁ ବଖରାଟି ଥିଲା ତାହାକୁ 'ମହାପବିତ୍ର ସ୍ଥାନ' କୁହାଯାଉଥିଲା।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:20
ଯୀଶୁଙ୍କ ଦ୍ବାରା ଖାଲିେ ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦଇେ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ଯ ଦଇେ ଯାଏ ଯାହା କି ଯୀଶୁଙ୍କ ଶରୀର ଅଟେ।
Occurences : 6
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்