Base Word
κατάπαυσις
Short Definitionreposing down, i.e., (by Hebraism) abode
Long Definitiona putting to rest
Derivationfrom G2664
Same asG2664
International Phonetic Alphabetkɑˈtɑ.pɑβ.sis
IPA modkɑˈtɑ.pɑf.sis
Syllablekatapausis
Dictionka-TA-pav-sees
Diction Modka-TA-paf-sees
Usagerest

ରେରିତମାନଙ୍କ କାର୍ଯ୍ୟର ବିବରଣ 7:49
ପୃଥିବୀ ମାହେର ପାଦପୀଠ। ତୁମ୍ଭମାନେେ ମାେ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ? ମାରେ ବିଶ୍ରାମ ନବୋପାଇଁ ସ୍ଥାନ କେଉଁଠି?

ଏବ୍ରୀମାନଙ୍କ ନିକଟକୁ ପତ୍ର 3:11
ଅତଏବ ମୁଁ କୋର୍ଧ ରେ ପ୍ରତିଜ୍ଞା କରି କହିଥିଲି - ସେ ଲୋକମାନେ କବେେ ହେଲେ ମାରେ ବିଶ୍ରାମସ୍ଥଳ ରେ303 ପ୍ରବେଶ କରିବେ ନାହିଁ।' ଗୀତସଂହିତା 95:7-11

ଏବ୍ରୀମାନଙ୍କ ନିକଟକୁ ପତ୍ର 3:18
ପରମେଶ୍ବରଙ୍କର କେଉଁ ଲୋକମାନେ ତାହାଙ୍କର ବିଶ୍ରାମସ୍ଥଳ ରେ ପ୍ରବେଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ ? ପରମେଶ୍ବରଙ୍କ ଆଜ୍ଞାର ଅବାଧ୍ଯ ହେଉଥିବା ଲୋକମାନଙ୍କୁ ସେ ଏହା କହିଥିଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:1
ପରମେଶ୍ବରଙ୍କ ବିଶ୍ରାମସ୍ଥଳ ରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:3
ଆମ୍ଭେ ବିଶ୍ବାସୀ ଲୋକମାନେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ବର କହିଅଛନ୍ତି :

ଏବ୍ରୀମାନଙ୍କ ନିକଟକୁ ପତ୍ର 4:3
ଆମ୍ଭେ ବିଶ୍ବାସୀ ଲୋକମାନେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ବର କହିଅଛନ୍ତି :

ଏବ୍ରୀମାନଙ୍କ ନିକଟକୁ ପତ୍ର 4:5
ପରମେଶ୍ବର ଆଉ ଏକ ଶାସ୍ତ୍ର ରେ କହିଛନ୍ତି : ସହେି ଲୋକମାନେ କବେେ ହେଲେ ମାରେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବେ ନାହିଁ।305

ଏବ୍ରୀମାନଙ୍କ ନିକଟକୁ ପତ୍ର 4:10
ପରମେଶ୍ବର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ବରଙ୍କ ପରି ମନୁଷ୍ଯ ଆପଣା କାର୍ୟ୍ଯ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:11
ଅତଏବ, ଆମ୍ଭେ ପରମେଶ୍ବରଙ୍କ ସହେି ବିଶ୍ରାମସ୍ଥଳ ରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ଯକ। ପରମେଶ୍ବରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳ ରେ ପ୍ରବେଶ କରିପାରନ୍ତି ନାହିଁ, ସହେି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭମାନେେ ଯଥାସାଧ୍ଯ ପରିଶ୍ରମ କରିବା ଆବଶ୍ଯକ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்