Base Word
κἀκεῖθεν
Short Definitionlikewise from that place (or time)
Long Definitionof place
Derivationfrom G2532 and G1564
Same asG1564
International Phonetic Alphabetkɑˈki.θɛn
IPA modkɑˈci.θe̞n
Syllablekakeithen
Dictionka-KEE-then
Diction Modka-KEE-thane
Usageand afterward (from) (thence), thence also

ମାର୍କଲିଖିତ ସୁସମାଚାର 10:1
ତା'ପରେ ଯୀଶୁ ସେ ସ୍ଥାନ ଛାଡି ଦେଲେ। ସେ ୟିହୂଦା ଅଞ୍ଚଳ ଓ ୟର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖ ରେ ଜମା ହାଇଗେଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:4
ତେଣୁ ସେ କଲଦୀୟମାନଙ୍କ ସ୍ଥାନ ତ୍ଯାଗ କରି ହାରଣ ରେ ବାସ କଲେ। ତାହାଙ୍କ ପିତାଙ୍କ ମୃତ୍ଯୁ ପରେ ପରମେଶ୍ବର ତାହାଙ୍କୁ ଏଠାକୁ ଆଣିଲେ, ଯେଉଁଠି ତୁମ୍ଭମାନେେ ବର୍ତ୍ତମାନ ରହୁଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:21
ଏହାପରେ ସମାନେେ ଜଣେ ରାଜା ଚାହିଁଲେ। ପରମେଶ୍ବର ସମାନଙ୍କେୁ ବିନ୍ଯାମୀନ ଗୋଷ୍ଠୀ କୀଶର ପୁତ୍ର ଶାଉଲଙ୍କୁ ରାଜାରୂପେ ଦେଲେ। ସେ ଚ଼ାଳିଶ ବର୍ଷ ପର୍ୟ୍ଯନ୍ତ ରାଜତ୍ବ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:26
ସଠାରୁେ ସମାନେେ ଆନ୍ତିୟଖିଆକୁ ସମୁଦ୍ର ପଥରେ ଚ଼ାଲିଗଲେ। ଏହି ସ୍ଥାନ ରେ ବିଶ୍ବାସୀମାନେ ସମାନଙ୍କେୁ ଏହି କାର୍ୟ୍ଯ କରିବା ପାଇଁ ପ୍ରଭୁଙ୍କ ନିକଟରେ ସମର୍ପିତ କରି ପଠାଇଥିଲେ। ସମାନେେ ଏହି କାର୍ୟ୍ଯ ପୂର୍ଣ୍ଣ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:15
ତହିଁ ଆରଦିନ ଆମ୍ଭେ ସଠାରୁେ ଜାହାଜ ରେ ଖିଅ ଉପଦ୍ବୀପ ସାମନା ରେ ଆସି ପହଞ୍ଚିଲୁ। ତା'ପରେ ଦ୍ବିତୀୟ ଦିନ ଆମ୍ଭେ ମିଳିତ ନଗର ରେ ପହଞ୍ଚିଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:1
ଆମ୍ଭମାନେେ ସମାନଙ୍କେଠାରୁ ବିଦାୟ ନଲେୁ। ତା'ପରେ ଆମ୍ଭେ ସିଧା କୋସ୍ ଉପଦ୍ବୀପକୁ ଜଳଯାତ୍ରା କଲୁ। ତହିଁ ଆରଦିନ ଆମ୍ଭେ ସଠାରୁେ ରୋଦା ଉପଦ୍ବୀପକୁ ଆସିଲୁ। ପୁଣି ସଠାରୁେ ଆମ୍ଭେ ପାତାରା ରେ ପହଞ୍ଚିଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:4
ତା'ପରେ ଆମ୍ଭେ ସୀଦୋନ ନଗର ଛାଡ଼ିଲୁ। ସେ ସମୟରେ ପ୍ରତିକୂଳ ପବନ ବହୁଥିଲା। ତେଣୁ ଆମ୍ଭେ ସାଇପ୍ରସ୍ ଉପଦ୍ବୀପ ନିକଟ ଦଇେ ଜଳଯାତ୍ରା କଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:12
ସହେି ବନ୍ଦରଟି ଶୀତ କଟଇବୋ ପାଇଁ ଅନୁପୟୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୋନୀକ୍ ରେ ପହଞ୍ଚିବା ଆଶା ରେ ସଠାେରେ ଆମ୍ଭ ସହିତ ୟିବା ପାଇଁ ଓ ଶୀତଋତୁ କଟଇବୋ ପାଇଁ ପରାମର୍ଶ ଦେଲେ। ଫୋନୀକ୍ସ୍ କ୍ରୀତି ଉପଦ୍ବୀପର ଗୋଟିଏ ନଗର। ଫୋନୀକ୍ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:15
ରୋମ ରେ ଥିବା ଭାଇମାନେ ଆମ୍ଭ ଆସିବା ବିଷୟ ରେ ଖବର ପାଇଥିଲେ। ସମାନେେ ଆପ୍ପିୟଙ୍କ ହାଟ ଓ ତିନି ସ ରଇେ ଘର ସ୍ଥାନ ପର୍ୟ୍ଯନ୍ତ ଆମ୍ଭକୁ ଭଟେିବାକୁ ଆସିଥିଲେ। ସମାନଙ୍କେୁ ଦେଖି ପାଉଲ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ଓ ଉତ୍ସାହିତ ହେଲେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்