Base Word
ἰχθύς
Short Definitiona fish
Long Definitiona fish
Derivationof uncertain affinity
Same as
International Phonetic Alphabetixˈθys
IPA modixˈθjus
Syllableichthys
Dictioneek-THOOS
Diction Modeek-THYOOS
Usagefish

ମାଥିଉଲିଖିତ ସୁସମାଚାର 7:10
ପୁଅ ମାଛଟିଏ ମାଗିଲେ, ତୁମ୍ଭେ କ'ଣ ତାକୁ ସାପଟିଏ ଦବେ? ନା! ତୁମ୍ଭେ ଦବନୋହିଁ?

ମାଥିଉଲିଖିତ ସୁସମାଚାର 14:17
ଶିଷ୍ଯମାନେ କହିଲେ, ଆମ୍ଭ ପାଖ ରେ ଏଠା ରେ ମାତ୍ର ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ମାଛ ଅଛି।

ମାଥିଉଲିଖିତ ସୁସମାଚାର 14:19
ଯୀଶୁ ସଠାେରେ ଜମା ହାଇେଥିବା ଲୋକମାନଙ୍କୁ ଘାସ ଉପରେ ବସିୟିବାପାଇଁ କହିଲେ. ତା'ପରେ ସେ ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ଯାକ ମାଛ ଧରି ଆକାଶକୁ ଚାହିଁଲେ ଓ ଖାଦ୍ୟ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ରୋଟୀକୁ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କ ହାତକୁ ଦେଲେ। ଶିଷ୍ଯମାନେ ଲୋକଙ୍କୁ ସେଥିରୁ ବାଣ୍ଟିଲେ।

ମାଥିଉଲିଖିତ ସୁସମାଚାର 15:36
ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା'ପରେ ସେ ପରମେଶ୍ବରଙ୍କୁ ଖାଦ୍ୟ ପାଇଁ ଧନ୍ଯବାଦ ଦେଲେ। ଯୀଶୁ ସଗେୁଡିକୁ େଛାଟ େଛାଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ଯମାନଙ୍କୁ ଦେଲେ। ଶିଷ୍ଯମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ।

ମାଥିଉଲିଖିତ ସୁସମାଚାର 17:27
କିନ୍ତୁ ଏହି କର ଆଦାୟକାରୀଙ୍କୁ ଆମ୍ଭେ କୋର୍ଧିତ କରିବନାହିଁ। ତେଣୁ କର ଏହିଭଳି ଭାବରେ ଦଇଦେିଅ: ହ୍ରଦକୁ ଯାଅ। ତୁମ୍ଭର ମାଛ ଧର। ତୁମ୍ଭେ ଧରିଥିବା ପ୍ରଥମ ମାଛଟି ଆଣ। ତାର ପାଟି ଖୋଲ। ତା ପାଟିରୁ ତୁମ୍ଭେ ଚ଼ାରିଟି ରେ ୗପ୍ୟ ମୁଦ୍ରା ପାଇବ। ସେ ମୁଦ୍ରାଗୁଡ଼ିକୁ ଆଣି ମାେପାଇଁ ଓ ତୁମ୍ଭ ପାଇଁ ଟିକସ ଆଦାୟକାରୀଙ୍କୁ ଦଇଦେିଅ।

ମାର୍କଲିଖିତ ସୁସମାଚାର 6:38
ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ଯାଇ ଦେଖ, ତୁମ୍ଭ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?

ମାର୍କଲିଖିତ ସୁସମାଚାର 6:41
ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ଟକେି ସ୍ବର୍ଗ ଆଡକୁ ଚାହିଁ ପରମେଶ୍ବରଙ୍କୁ ରୋଟୀ ପାଇଁ ଧନ୍ଯବାଦ ଦେଲେ। ସେ ରୋଟୀ ଗୁଡିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କୁ ଲୋକମାନଙ୍କ ମଧିଅରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ଯ ସେ ଖଣ୍ଡ-ଖଣ୍ଡ କଲେ ଓ ଲୋକଙ୍କ ମଧିଅରେ ସହେିଭଳି ବାଣ୍ଟି ଦେଲେ।

ମାର୍କଲିଖିତ ସୁସମାଚାର 6:41
ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ଟକେି ସ୍ବର୍ଗ ଆଡକୁ ଚାହିଁ ପରମେଶ୍ବରଙ୍କୁ ରୋଟୀ ପାଇଁ ଧନ୍ଯବାଦ ଦେଲେ। ସେ ରୋଟୀ ଗୁଡିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କୁ ଲୋକମାନଙ୍କ ମଧିଅରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ଯ ସେ ଖଣ୍ଡ-ଖଣ୍ଡ କଲେ ଓ ଲୋକଙ୍କ ମଧିଅରେ ସହେିଭଳି ବାଣ୍ଟି ଦେଲେ।

ମାର୍କଲିଖିତ ସୁସମାଚାର 6:43
ସମସ୍ତେ ଖାଇ ସାରିବା ପରେ ଶିଷ୍ଯମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡିକୁ ବାରଟି ଟୋକଇେ ରେ ସଂପୂର୍ଣ୍ଣ କରି ଭର୍ତ୍ତି କଲେ।

ଲୂକଲିଖିତ ସୁସମାଚାର 5:6
କେଉଟମାନେ ସମାନଙ୍କେର ଜାଲ ପାଣି ରେ ପକଇେଲେ। ତାହାଙ୍କର ଜାଲସବୁ ଏତେ ମାଛ ରେ ବୋଝଇେ ହାଇଗେଲା ଯେ ଜାଲସବୁ ଛିଣ୍ଡି ୟିବାକୁ ଲାଗିଲା।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்