Base Word
ἵνα
Short Definitionin order that (denoting the purpose or the result)
Long Definitionthat, in order that, so that
Derivationprobably from the same as the former part of G1438 (through the demonstrative idea; compare G3588)
Same asG1438
International Phonetic Alphabetˈhi.nɑ
IPA modˈi.nɑ
Syllablehina
DictionHEE-na
Diction ModEE-na
Usagealbeit, because, to the intent (that), lest, so as, (so) that, (for) to

ମାଥିଉଲିଖିତ ସୁସମାଚାର 1:22
ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା।

ମାଥିଉଲିଖିତ ସୁସମାଚାର 2:15
ସଠାେରେ ଯୋଷଫେ େ ହରୋଦଙ୍କ ମୃତ୍ଯୁ ପର୍ୟ୍ଯନ୍ତ ରହିଲେ। ପରମେଶ୍ବର ତାହାଙ୍କ ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ବର କହିଥିଲେ, ମୁଁ ମାରେପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।

ମାଥିଉଲିଖିତ ସୁସମାଚାର 4:3
ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, ତୁମ୍ଭେ ଯଦି ପରମେଶ୍ବରଙ୍କ ପୁତ୍ର, ତବେେ ଏହି ପଥରଗୁଡିକୁ ରୋଟୀ ହାଇେ ୟିବାପାଇଁ କୁହ।

ମାଥିଉଲିଖିତ ସୁସମାଚାର 4:14
ଭବଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପ୍ରଭୁ ପରମେଶ୍ବର ଯାହା କହିଥିଲେ, ତାହା ପୂର୍ଣ୍ଣ ହବୋ ପାଇଁ ଯୀଶୁ ଏଭଳି କରିଥିଲେ।

ମାଥିଉଲିଖିତ ସୁସମାଚାର 5:29
ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର

ମାଥିଉଲିଖିତ ସୁସମାଚାର 5:30
ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗି ଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କ ରେ ପଡିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହାଇଯେିବା ଭଲ।

ମାଥିଉଲିଖିତ ସୁସମାଚାର 7:1
ଅନ୍ୟର ବିଚାର କରନାହିଁ। ତା' ହେଲେ ପରମେଶ୍ବର ତୁମ୍ଭର ବିଚାର କରିବେ ନାହିଁ।

ମାଥିଉଲିଖିତ ସୁସମାଚାର 7:12
ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଚାହୁଁଛ, ତୁମ୍ଭେ ନିଜେ ସମାନଙ୍କେ ପାଇଁ ସହେିଭଳି କର। ଏହା ହିଁ ମାଶାଙ୍କେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।

ମାଥିଉଲିଖିତ ସୁସମାଚାର 8:8
ସନୋପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମାେ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ଯ ନୁହେଁ। ଆପଣ କବଳେ ଆଦେଶ ଦଇେ ଦିଅନ୍ତୁ। ମାରେ ଦାସ ଭଲ ହାଇଯେିବ।

ମାଥିଉଲିଖିତ ସୁସମାଚାର 9:4
ସମାନେେ ଯାହା ଭାବୁଥିଲେ, ଯୀଶୁ ତାହା ଜାଣି ପାରିଲେ। ତେଣୁ ସେ କହିଲେ, ତୁମ୍ଭମାନେେ ମନ ଭିତ ରେ ମନ୍ଦ ଭାବନା କାହିଁକି ଆଣୁଛ?

Occurences : 667

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்