Base Word
ζυγός
Short Definitiona coupling, i.e., (figuratively) servitude (a law or obligation); also (literally) the beam of the balance (as connecting the scales)
Long Definitiona yoke
Derivationfrom the root of ζεύγνυμι (to join, especially by a "yoke")
Same as
International Phonetic Alphabetzyˈɣos
IPA modzjuˈɣows
Syllablezygos
Dictionzoo-GOSE
Diction Modzyoo-GOSE
Usagepair of balances, yoke

ମାଥିଉଲିଖିତ ସୁସମାଚାର 11:29
ମାରେ କାର୍ୟ୍ଯଭାର ତୁମ୍ଭେ ଗ୍ରହଣ କର। ମାଠାରୁେ ଶିଖ। କାରଣ ମୁଁ ଆତ୍ମା ରେ ସରଳ ଓ ନମ୍ର ତାଣୁ ତୁମ୍ଭେ ନିଜ ଅତ୍ମା ରେ ବିଶ୍ରାମ ପାଇବ।

ମାଥିଉଲିଖିତ ସୁସମାଚାର 11:30
ଯେଉଁ କାର୍ୟ୍ଯ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:10
ତେଣୁ, ତୁମ୍ଭମାନେେ କାହିଁକି ଶିଷ୍ଯମାନଙ୍କ କାନ୍ଧ ରେ ୟୁଆଳି ରଖି ପରମେଶ୍ବରଙ୍କୁ ପରୀକ୍ଷା କରୁଛ? ଆମ୍ଭମାନେେ କିମ୍ବା ଆମ୍ଭର ପୂର୍ବପୁରୁଷମାନେ ତ ଏହି ୟୁଆଳି ଭାର ସହି ପାରିଲେ ନାହିଁ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:1
ଆମ୍ଭେ ସମସ୍ତେ ଏବେ ସ୍ବାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ବାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ବର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:1
କ୍ରୀତଦାସମାନେ ନିଜ ମାଲିକକୁ ପୂର୍ଣ୍ଣ ସମ୍ମାନ ଦବୋ ଉଚିତ। ସମାନେେ ସପରେି କଲେ ପରମେଶ୍ବରଙ୍କ ନାମ ଏବଂ ଖ୍ରୀଷ୍ଟିଯାନ ଉପଦେଶଗୁଡ଼ିକ ସମାଲୋଚିତ ହବେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:5
ତା'ପରେ ମଷେଶାବକ ତୃତୀୟ ମୁଦ୍ରା ଭାଙ୍ଗିଲେ। ସେତବେେଳେ ତୃତୀୟ ଜୀବିତପ୍ରାଣୀଙ୍କୁ ଏହା କହିବାର ମୁଁ ଶୁଣିଲି, ଆସ। ସେତବେେଳେ ମାେ ସମ୍ମୁଖ ରେ ଗୋଟିଏ କଳାରଙ୍ଗର ଘୋଡ଼ା ଥିଲା। ତାହାର ଆ ରୋହୀଙ୍କ ହାତ ରେ ଗୋଟିଏ ତରାଜୁ ଥିଲା।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்