Base Word
ζήτησις
Short Definitiona searching (properly, the act), i.e., a dispute or its theme
Long Definitiona seeking
Derivationfrom G2212
Same asG2212
International Phonetic Alphabetˈze.te.sis
IPA modˈze̞.te̞.sis
Syllablezētēsis
DictionZAY-tay-sees
Diction ModZAY-tay-sees
Usagequestion

ଯୋହନଲିଖିତ ସୁସମାଚାର 3:25
ଯୋହନଙ୍କର କେତକେ ଶିଷ୍ଯଙ୍କର ସହିତ ଜଣେ ୟିହୁଦୀଙ୍କର ୟୁକ୍ତିତର୍କ ହେଲା। ସମାନେେ ତାହାଙ୍କ ସହିତ ଧର୍ମ ସଂକ୍ତାନ୍ତୀୟ ଶୁଚିକରଣ ବିଷୟ ରେ ତର୍କ କରୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:20
ମୁଁ ଏ ସବୁ ବିଷୟ ରେ ବେଶି ଜାଣି ନଥିଲି। ତେଣୁ ମୁଁ କିଛି ପ୍ରଶ୍ନ ପଚ଼ାରିଲି ନାହିଁ। ମୁଁ ପାଉଲଙ୍କୁ ପଚ଼ାରିଲି, 'ଏହି ଅଭିଯୋଗଗୁଡ଼ିକର ବିଚ଼ାର ପାଇଁ ତୁମ୍ଭେ ୟିରୂଶାଲମ ୟିବାକୁ ଚ଼ାହୁଁଛ କି?'

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:4
ସମାନଙ୍କେୁ କୁହ ଯେ, ସମାନେେ ଅସତ୍ଯ କଥାଗୁଡ଼ିକ କହି ଓ ବଂଶାବଳୀର ଲମ୍ବା ନାମସୂଚୀଗୁଡ଼ିକ ଦଇେ ସମୟ ନଷ୍ଟ କରନ୍ତୁ ନାହିଁ। କାରଣ ସଗେୁଡ଼ିକ ଦ୍ବାରା କବଳେ ତର୍କବିତର୍କ ହୁଏ। ସଗେୁଡ଼ିକ ପରମେଶ୍ବରଙ୍କ କାମ ପାଇଁ ସାହାୟ୍ଯ କରେ ନାହିଁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:4
ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସହେି ଲୋକ ଶବ୍ଦର ଅର୍ଥକୁ ନଇେ ୟୁକ୍ତି ତର୍କ କରିବା ପାଇଁ ଅତ୍ଯଧିକ ଆଗ୍ରହୀ ହାଇେଥାଏ ଓ ସେ ବାଗ୍ୟୁଦ୍ଧ କରେ। ଏଗୁଡ଼ିକ ଦ୍ବାରା କଳି, ଇର୍ଷା, ଅପମାନ ଓ ସନ୍ଦହେ ଆସିଥାଏ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:23
ମୂର୍ଖ ଓ ଅର୍ଥହୀନ ତର୍କବିତର୍କରୁ ଦୂର ରେ ରୁହ। ତୁମ୍ଭେ ଜାଣ ଯେ ସହେି ୟୁକ୍ତିତର୍କଗୁଡ଼ିକ ବଢ଼ିଯାଇ ବଡ଼ ବିବାଦ ସୃଷ୍ଟି କରେ।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:9
ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟ ରେ ୟୁକ୍ତି, ଝଗଡ଼ା, ମାଶାଙ୍କେ ବ୍ଯବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷ ଠାରୁ ଦୂର ରେ ରୁହ। ସଗେୁଡ଼ିକ ମୂଲ୍ଯହୀନ ଓ ଲୋକମାନଙ୍କୁ ସାହାୟ୍ଯ କରେ ନାହିଁ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்