Base Word
εὐχαριστία
Short Definitiongratitude; actively, grateful language (to God, as an act of worship)
Long Definitionthankfulness
Derivationfrom G2170
Same asG2170
International Phonetic Alphabetɛβ.xɑ.riˈsti.ɑ
IPA modef.xɑ.riˈsti.ɑ
Syllableeucharistia
Dictionev-ha-ree-STEE-ah
Diction Modafe-ha-ree-STEE-ah
Usagethankfulness, (giving of) thanks(-giving)

ରେରିତମାନଙ୍କ କାର୍ଯ୍ୟର ବିବରଣ 24:3
ଏଥିପାଇଁ ଆମ୍ଭେ ସବୁ ପ୍ରକାର ଓ ସର୍ବଦା ଆପଣଙ୍କ ନିକଟରେ ଅତ୍ଯନ୍ତ କୃତଜ୍ଞ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:16
ତୁମ୍ଭମାନେେ ଯଦି ଆତ୍ମା ଦ୍ବାରା ପରମେଶ୍ବରଙ୍କ ପ୍ରଶଂସା କର, ତବେେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ଯବାଦ ରେ ଆମେନ୍ କହିବେ ?

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:15
ସେ ଆମ୍ଭକୁ ମଧ୍ଯ ତୁମ୍ଭମାନଙ୍କ ସହିତ ନିଜ ସମ୍ମୁଖ ରେ ଠିଆ କରିବେ। ଏହି ବିଷୟକୁ ତୁମ୍ଭମାନଙ୍କ ପାଇଁ କରା ଯାଉଛି। ଏହାଦ୍ବାରା ଅନକେ ଲୋକ ଯେପରି ପରମେଶ୍ବରଙ୍କ ଅନୁଗ୍ରହ ପାଇ ପାରିବେ। ପରମେଶ୍ବରଙ୍କ ମହିମା ନିମନ୍ତେ ତାହାଙ୍କୁ ଅଧିକରୁ ଅଧିକ ଧନ୍ଯବାଦ ଅର୍ପଣ କରାୟିବ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:11
ପରମେଶ୍ବର ତୁମ୍ଭମାନଙ୍କୁ ପ୍ରେତ୍ୟକକ ବିଷୟ ରେ ଧନୀ କରିବେ, ଫଳ ସ୍ବରୂପ ତୁମ୍ଭମାନେେ ସବୁବେଳେ ଉଦାର ମନ ରେ ଦାନ ଦଇେ ପାରିବ। ଆମ୍ଭ ମାଧ୍ଯମ ରେ ତୁମ୍ଭମାନଙ୍କର ଦାନ ପାଇଁ ପରମେଶ୍ବରଙ୍କୁ ଲୋକେ ଧନ୍ଯବାଦ ଦବେେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:12
ଏହି ସବୋ ଯେଉଁଥି ରେ କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା'ଦ୍ବାରା କବଳେ ଯେ ସାଧୁ ମାନଙ୍କର ଆବଶ୍ଯକତା ପୂରଣ ହୁଏ, ତା' ନୁହେଁ ବରଂ ପରମେଶ୍ବରଙ୍କ ପ୍ରତି ହୃଦୟ ଧନ୍ଯବାଦ ରେ ଉଚ୍ଛୁଳି ଉେଠ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:4
ତୁମ୍ଭ ଭିତ ରେ କୌଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ ଯେପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ। କିନ୍ତୁ ତୁମ୍ଭେ ପରମେଶ୍ବରଙ୍କୁ ସର୍ବଦା ଧନ୍ଯବାଦ ଦେଉଥିବା ଉଚିତ୍।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:6
କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:7
ତୁମ୍ଭେ କବଳେ ତାଙ୍କ ଉପରେ ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆ ସେ। ତୁମ୍ଭକୁ ସତ୍ଯର ଶିକ୍ଷା ଦିଆ ଯାଇଛି। ସହେି ସତ୍ଯ ଶିକ୍ଷା ଉପରେ ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରମେଶ୍ବରଙ୍କୁ ସବୁବେଳେ ଧନ୍ଯବାଦ ଦେଉଥାଅ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:2
ସବୁବେଳେ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲା ବେଳେ ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:9
ତୁମ୍ଭମାନଙ୍କ କାରଣରୁ ଆମ୍ଭ ପରମେଶ୍ବରଙ୍କ ଆଗ ରେ ଆମ୍ଭର ମହାନ୍ ଆନନ୍ଦ। ଅତଏବ ତୁମ୍ଭମାନଙ୍କ ଲାଗି ଆମ୍ଭେ ପରମେଶ୍ବରଙ୍କୁ ଧନ୍ଯବାଦ ଅର୍ପଣ କରୁଛୁ। କିନ୍ତୁ ଆମ୍ଭେ ଯେତେ ଆନନ୍ଦ ଅନୁଭବ କରୁଛୁ, ସହେି ଅନୁପାତ ରେ ଆମ୍ଭେ ତାଙ୍କୁ ଧନ୍ଯବାଦ ଦଇପୋରିବୁ ନାହିଁ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்