Base Word
εὐσχήμων
Short Definitionwell-formed, i.e., (figuratively) decorous, noble (in rank)
Long Definitionof elegant figure
Derivationfrom G2095 and G4976
Same asG2095
International Phonetic Alphabetɛβˈsxe.mon
IPA modefˈsxe̞.mown
Syllableeuschēmōn
Dictionev-SKAY-mone
Diction Modafe-SKAY-mone
Usagecomely, honourable

ମାର୍କଲିଖିତ ସୁସମାଚାର 15:43
ହାରାମାଥୀଯାର ୟହୁଦୀ ୟୋ ସଫେ ମହାସଭାର ଜଣେ ସମ୍ମାନିତ ସଦସ୍ଯ ଥିଲେ ଓ ସେ ପରମେଶ୍ବରଙ୍କ ରାଜ୍ଯ ଆସୁ ବୋଲି ଚାହୁଁଥିଲେ। ସେ ସାହସର ସହିତ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶବକୁ ମାଗିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:50
ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀ ଲୋକଙ୍କୁ ଓ ନଗରର ମୁଖ୍ଯ ବ୍ଯକ୍ତିମାନଙ୍କୁ ଉତ୍ତଜେିତ କରାଇଲେ। ସମାନେେ ପାଉଲ ଓ ବର୍ଣ୍ଣବ୍ବା ବିରୁଦ୍ଧ ରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସମାନେେ ସମାନଙ୍କେୁ ତାଡ଼ନା କରିବା ଆରମ୍ଭ କଲେ ଓ ସମାନଙ୍କେୁ ସହେି ଅଞ୍ଚଳରୁ ବାହାର କରି ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:12
ଅତଏବ, ଅନକେ ଯିହୂଦୀୟ ଲୋକ ବିଶ୍ବାସ କଲେ। ଅନକେ ସମ୍ରାନ୍ତ ଗ୍ରୀକ ସ୍ତ୍ରୀ ଓ ପୁରୁଷମାନେ ମଧ୍ଯ ବିଶ୍ବାସ କଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:35
ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କ ଭଲ ପାଇଁ କହୁଛି, ତୁମ୍ଭମାନଙ୍କ ଉପରେ କୌଣସି କଡ଼ା ପ୍ରତିବନ୍ଧକ ଲଗାଇବା ପାଇଁ ନୁହେଁ। ମୁଁ ଇଚ୍ଛା କରେ ଯେ ତୁମ୍ଭମାନେେ ନିଜକୁ କୌଣସି ଅନ୍ୟ କାମ ରେ ନ ଲଗାଇ, ସୂର୍ଣ୍ଣ ଭାବରେ ପ୍ରଭୁଙ୍କଠା ରେ ସମର୍ପଣ କର।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:24
ଆମ୍ଭ ଶରୀରର ସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଧ୍ଯାନ ଦବୋ ଆବଶ୍ଯକ ହାଇେ ନ ଥାଏ। କିନ୍ତୁ ପରମେଶ୍ବର ଅଦରକାରୀ ଅଙ୍ଗଗୁଡ଼ିକ ଅଧିକ ସମ୍ମାନ ଦଇେ ଶରୀରକୁ ଗଠନ କରିଛନ୍ତି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்