Base Word
ἐπισκέπτομαι
Short Definitionto inspect, i.e., (by implication) to select; by extension, to go to see, relieve
Long Definitionto look upon or after, to inspect, examine with the eyes
Derivationmiddle voice from G1909 and the base of G4649
Same asG1909
International Phonetic Alphabetɛ.piˈskɛ.pto.mɛ
IPA mode̞.piˈske̞.ptow.me
Syllableepiskeptomai
Dictioneh-pee-SKEH-ptoh-meh
Diction Moday-pee-SKAY-ptoh-may
Usagelook out, visit

ମାଥିଉଲିଖିତ ସୁସମାଚାର 25:36
ମାରେ କୌଣସି ଲୁଗାପଟା ନଥିଲା, ଏବଂ ତୁମ୍ଭେ ମାେତେ ପିନ୍ଧିବାକୁ ଦଇେଥିଲ। ମୁଁ ଅସୁସ୍ଥ ଥିଲି। ତୁମ୍ଭେ ମାରେ ଯତ୍ନ ନଇେଥିଲ। ମୁଁ କାରାଗାର ରେ ଥିଲି। ତୁମ୍ଭେ ମାେତେ ଦେଖିବାକୁ ଆସିଥିଲ।'

ମାଥିଉଲିଖିତ ସୁସମାଚାର 25:43
ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମାେତେ କିଛି ପିଇବାକୁ ଦଇେ ନଥିଲ। ମୁଁ ଏକୁଟିଆ ଘରଠାରୁ ଦୂର ରେ ଥିଲି, କିନ୍ତୁ ତୁମ୍ଭେ ମାେତେ ଘର ଭିତରକୁ ଡ଼ାକିଲ ନାହିଁ, ମାରେ ଲୁଗାପଟା ନଥିଲା, ମାେତେ ତୁମ୍ଭେ ପିନ୍ଧିବାକୁ କିଛି ଦଇେ ନଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାର ରେ ଥିଲି ଓ ତୁମ୍ଭେ ମାେ ପାଇଁ ଚିନ୍ତା କରି ନଥିଲ।'

ଲୂକଲିଖିତ ସୁସମାଚାର 1:68
ଇଶ୍ରାୟେଲର ପ୍ରଭୁ ପରମେଶ୍ବରଙ୍କର ସ୍ତୁତି ଗାନ କର। ସେ ନିଜ ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ଆସିଛନ୍ତି ଏବଂ ସମାନଙ୍କେୁ ସ୍ବାଧୀନତା ଦଇେଛନ୍ତି।

ଲୂକଲିଖିତ ସୁସମାଚାର 1:78
ଆମ୍ଭମାନଙ୍କ ପରମେଶ୍ବରଙ୍କ ସ୍ନହମୟେ ଅନୁଗ୍ରହ ହତେୁ ସ୍ବର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।

ଲୂକଲିଖିତ ସୁସମାଚାର 7:16
ସବୁଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରମେଶ୍ବରଙ୍କ ମହିମା ଗାନ କଲେ। ସମାନେେ କହିଲେ, ଜଣେ ମହାନ ଭବିଷ୍ଯଦ୍ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା ଆହୁରି ମଧ୍ଯ ସମାନେେ କହିଲେ, ପରମେଶ୍ବର ନିଜ ଲୋକଙ୍କୁ ସାହାୟ୍ଯ କରିବା ପାଇଁ ଆସି ଯାଇଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 6:3
ଏଥିପାଇଁ ହେ ଭାଇମାନେ, ତୁମ୍ଭମାନେେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସମାନେେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ର ଆତ୍ମା ଓ ଜ୍ଞାନ ରେ ପୂର୍ଣ୍ଣ ହାଇେଥିବେ। ଆମ୍ଭମାନେେ ସମାନଙ୍କେୁ ଏହି କାମ କରିବାପାଇଁ ଦବେୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:23
ତାହାଙ୍କୁ ଚ଼ାଳିଶବର୍ଷ ବୟସ ହବୋ ବେଳେ ସେ ନିଜ ଭାଇମାନଙ୍କୁ ତଥା ଇଶ୍ରାୟେଲ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:14
ପରମେଶ୍ବର କିପରି ପ୍ରଥମ ଥର ଅନ୍ୟ ଜାତୀୟ ଲୋକମାନଙ୍କ ପାଇଁ ନିଜର ପ୍ ରମେ ଦଖାଇେଲେ ଓ ସମାନଙ୍କେୁ ଗ୍ରହଣ କରି ତାହାଙ୍କର ଲୋକରେ ପରିଣତ କଲେ, ତାହା ଶିମାନେ ବର୍ଣ୍ଣନା କରିଅଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:36
ପାଉଲ କିଛି ଦିନ ପରେ ବର୍ଣ୍ଣବ୍ବାଙ୍କୁ କହିଲେ, ଚ଼ାଲ, ଆମ୍ଭମାନେେ ଫରେିବା ଆଉ ଆମ୍ଭମାନେେ ପ୍ରଭୁଙ୍କର ବାକ୍ଯ ଯେଉଁ ପ୍ରେତ୍ୟକକ ସହର ରେ ପ୍ରଚ଼ାର କରିଛୁ, ସହେି ସବୁ ସହରକୁ ଯାଇ ଅମ୍ଭ ଭାଇମାନଙ୍କୁ ଦେଖିବା, ଆଉ ସମାନଙ୍କେ ଭଲମନ୍ଦ ବୁଝିବା।

ଏବ୍ରୀମାନଙ୍କ ନିକଟକୁ ପତ୍ର 2:6
ଶାସ୍ତ୍ର ରେ କୌଣସି ସ୍ଥାନ ରେ ଏପରି ଲଖାେ ଅଛି :

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்