Base Word
ἐπιπίπτω
Short Definitionto embrace (with affection) or seize (with more or less violence; literally or figuratively)
Long Definitionto fall upon, to rush or press upon
Derivationfrom G1909 and G4098
Same asG1909
International Phonetic Alphabetɛ.piˈpi.pto
IPA mode̞.piˈpi.ptow
Syllableepipiptō
Dictioneh-pee-PEE-ptoh
Diction Moday-pee-PEE-ptoh
Usagefall into (on, upon) lie on, press upon

ମାର୍କଲିଖିତ ସୁସମାଚାର 3:10
ଯୀଶୁ ଅନକେ ଲୋକଙ୍କୁ ସୁସ୍ଥ କଲେ। ତେଣୁ ସବୁ ରୋଗୀମାନେ ତାହାଙ୍କୁ ଛୁଇଁବା ପାଇଁ ତାହାଙ୍କ ଆଡକୁ ମାଡି ଆସୁଥିଲେ।

ଲୂକଲିଖିତ ସୁସମାଚାର 1:12
ଜିଖରିୟ ସ୍ବର୍ଗଦୂତଙ୍କୁ ଦେଖିବା ମାତ୍ ରେ ବିଚଳିତ ଓ ବହୁତ ଭୟଭୀତ ହେଲେ।

ଲୂକଲିଖିତ ସୁସମାଚାର 15:20
ତେଣୁ ସେ ସ୍ଥାନ ଛାଡି ତା' ବାପାଙ୍କ ପାଖକୁ ବାହାରିଲା।

ଯୋହନଲିଖିତ ସୁସମାଚାର 13:25
ସେ ଷ୍ଯ ଜଣକ ଯୀଶୁଙ୍କର ବକ୍ଷସ୍ଥଳ ରେ ଆହୁରି ଆଉଜି ପଡି ପଚାରିଲେ, ପ୍ରଭୁ କିଏ ତୁମ୍ଭ ବିରୁଦ୍ଧ ରେ ୟିବ?

ରେରିତମାନଙ୍କ କାର୍ଯ୍ୟର ବିବରଣ 8:16
ସମାନେେ କବଳେ ପ୍ରଭୁ ଯୀଶୁଙ୍କ ନାମ ରେ ବାପ୍ତିଜିତ ହାଇେଥିଲେ। କିନ୍ତୁ ସେ ପର୍ୟ୍ଯନ୍ତ କାହା ଉପରେ ପବିତ୍ର ଆତ୍ମା ଅଧିଷ୍ଠିତ ହାଇେ ନଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:10
ତେଣୁ ପିତରଙ୍କୁ ବହୁତ ଭୋକ ଲାଗିବାରୁ ସେ ଖାଇବା ପାଇଁ ଇଛା କରୁଥିଲେ। ସମାନେେ ପିତରଙ୍କ ନିମନ୍ତେ ଖାଦ୍ୟ ତିଆରି କରୁଥିବା ସମୟରେ ସେ ଗୋଟିଏ ସ୍ବପ୍ନ ଦେଖିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:44
ପିତର ଏହିକଥା କହିବା ସମୟରେ ସୁସମାଚ଼ାର ଶୁଣୁଥିବା ସମସ୍ତ ଲୋକମାନଙ୍କ ଉପରେ ପବିତ୍ର ଆତ୍ମା ଓହ୍ଲାଇ ଆସିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:15
ମୁଁ କହିବାକୁ ଆରମ୍ଭ କଲା ମାତ୍ ରେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମ ରେ ଓହ୍ଲାଇ ଆସିଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:11
ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହାଇଯେିବ ଓ କିଛି ସମୟ ପାଇଁ ସୂର୍ୟ୍ଯ ଆଲୁଅ ମଧ୍ଯ ଦେଖି ପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:17
ଏକଥା ଏଫିସ ନଗରର ସମସ୍ତ ଯିହୂଦୀୟ ଓ ଗ୍ରୀକ୍ମାନେ ଜାଣି ଭୟ କଲେ। ଏହାଦ୍ବାରା ପ୍ରଭୁ ଯୀଶୁଙ୍କର ନାମ ଅଧିକ ଗୌରବାନ୍ବିତ ହେଲା।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்