Base Word
ἔνοχος
Short Definitionliable to (a condition, penalty or imputation)
Long Definitionbound, under obligation, subject to, liable
Derivationfrom G1758
Same asG1758
International Phonetic Alphabetˈɛn.o.xos
IPA modˈe̞n.ow.xows
Syllableenochos
DictionEN-oh-hose
Diction ModANE-oh-hose
Usagein danger of, guilty of, subject to

ମାଥିଉଲିଖିତ ସୁସମାଚାର 5:21
ତୁମ୍ଭମାନେେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାୟାଇଥିଲା: 'ନରହତ୍ଯା କର ନାହିଁ। ଯେଉଁଲୋକ ନରହତ୍ଯା କରେ, ସେ ବିଗ୍ଭରସ୍ଥାନ ରେ ବିଗ୍ଭରିତ ହବେ।'

ମାଥିଉଲିଖିତ ସୁସମାଚାର 5:22
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନେେ ଅନ୍ୟ

ମାଥିଉଲିଖିତ ସୁସମାଚାର 5:22
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନେେ ଅନ୍ୟ

ମାଥିଉଲିଖିତ ସୁସମାଚାର 5:22
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନେେ ଅନ୍ୟ

ମାଥିଉଲିଖିତ ସୁସମାଚାର 26:66
ସମାନେେ କହିଲେ,

ମାର୍କଲିଖିତ ସୁସମାଚାର 3:29
କିନ୍ତୁ ପବିତ୍ର ଆତ୍ମାଙ୍କ ବିରୁଦ୍ଧ ରେ ଯେଉଁ ଲୋକ କିଛି କହିବ, ତାହାକୁ କବେେ ହେଲେ କ୍ଷମା ମିଳିବ ନାହିଁ। ସେ ସବୁବେଳେ ସହେି ପାପର ଦୋଷୀ ହବେ।

ମାର୍କଲିଖିତ ସୁସମାଚାର 14:64
ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ଯାହା ସବୁ କହିଗଲେ, ତୁମ୍ଭମାନେେ ସମସ୍ତେ ଶୁଣିଲ। ଏବେ ତୁମ୍ଭମାନେେ କ'ଣ ଭାବୁଛ?

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:27
ଅତଏବ, ଯେଉଁ ଲୋକ ରୋଟୀ ଓ ପ୍ରଭୁଙ୍କର ପିଆଲାରୁ ଅନୁଚିତ ଭାବରେ ଗ୍ରହଣ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତର ଅବମାନନା କରେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 2:15
ମୃତ୍ଯୁ ଭୟ ରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ଯୁ ବରଣ କଲେ।

ଯାକୁବଙ୍କ ପତ୍ 2:10
ଜଣେ ଲୋକ ହୁଏତ ପରମେଶ୍ବରଙ୍କ ସବୁ ବ୍ଯବସ୍ଥା ପାଳନ କରୁଥାଇପା ରେ, କିନ୍ତୁ ସେ ଯଦି ଗୋଟିଏ ଆଜ୍ଞାର ଅବାଧ୍ଯ ହୁଏ, ତା ହେଲେ ସେ ବ୍ଯବସ୍ଥାର ସମସ୍ତ ଆଜ୍ଞା ଭଙ୍ଗ କରିବା ଦୋଷ ରେ ଦୋଷୀ ହୁଏ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்