No lexicon data found for Strong's number: 1753

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:19
ତୁମ୍ଭମାନେେ ଏହା ମଧ୍ଯ ବୁଝି ପାରିବ ଯେ, ଆମ୍ଭେ ଯେଉଁମାନେ ବିଶ୍ବାସ କରୁଛୁ, ଆମ୍ଭମାନଙ୍କ ନିମନ୍ତେ କାମ କରୁଥିବା ପରମେଶ୍ବରଙ୍କ ଶକ୍ତି କେତେ ମହାନ୍।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:7
ପରମେଶ୍ବରଙ୍କ ବିଶଷେ ଅନୁଗ୍ରହର ଦାନ ଦ୍ବାରା ମୁଁ ସୁସମାଚାର କହିବା ପାଇଁ ଜଣେ ସବେକ ହଲିେ। ପରମେଶ୍ବର ତାହାଙ୍କର କାର୍ୟ୍ଯକାରୀ ଶକ୍ତି ବଳ ରେ ମାେତେ ଏହି ଅନୁଗ୍ରହ ଦାନ କଲେ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:16
ସମ୍ପୂର୍ଣ୍ଣ ଶରୀର ଯୀଶୁ ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଶରୀରର ପ୍ରେତ୍ୟକକ ଅଙ୍ଗ ଏକାଠି ୟୋଡ଼ି ହାଇେ ରହିଛନ୍ତି। ପ୍ରେତ୍ୟକକ ଅଙ୍ଗ ନିଜ ନିଜର କାର୍ୟ୍ଯ କରନ୍ତି। ଏହାଦ୍ବାରା ସମଗ୍ର ଶରୀର ପ୍ ରମେ ରେ ବୃଦ୍ଧି ପାଇ ଶକ୍ତିଶାଳୀ ହୁଏ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:21
ସେ ସ୍ବର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳ ରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସହେି ଶକ୍ତି ବଳ ରେ ସେ ଆମ୍ଭର ହୟେ, ଦହଗେୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦହେ ଭଳି ଗୌରବମୟ କରି ଦବେେ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:29
ଖ୍ରୀଷ୍ଟ ମାେତେ ଦଇେଥିବା ମହାନ୍ ଶକ୍ତି ବଳ ରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମାେ ଜୀବନ ରେ କାମ କରୁଛି।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:12
ତୁମ୍ଭେ ଯେତବେେଳେ ବାପ୍ତିଜିତ ହାଇେଥିଲ, ତୁମ୍ଭର ପୁରୁଣା ସ୍ବଭାବର ମୃତ୍ଯୁ ହେଲା ଓ ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ କବର ପ୍ରାପ୍ତ ହେଲ। ସହେି ବାପ୍ତିସ୍ମ ରେ ପରମେଶ୍ବରଙ୍କ ଶକ୍ତି ରେ ତୁମ୍ଭେ ବିଶ୍ବାସ କରିଥିବା ହତେୁ ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ପୁଣି ପୁନରୁଥିତ ହେଲ। ଯେତବେେଳେ ଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହେଲେ, ସେତବେେଳେ ପରମେଶ୍ବରଙ୍କ ଶକ୍ତି ଦଖାେ ଯାଇଥିଲା।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:9
ତା'ର ମହାନ ଶକ୍ତି ଥିବ ଓ ସେ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:11
ସତ୍ଯକୁ ଭଲ ପାଇବା ପାଇଁ ସମାନେେ ମନା କରିବାରୁ, ପରମେଶ୍ବର ମଧ୍ଯ ସମାନଙ୍କେ ପାଖକୁ ସତ୍ଯ ଠାରୁ ଦୂ ରଇେ ନଇେ ୟିବା ଭଳି ଏକ ଶକ୍ତିକୁ ପଠାନ୍ତି। ଅସତ୍ଯକୁ ବିଶ୍ବାସ କରିବା ଲାଗି ପରମେଶ୍ବର ସମାନଙ୍କେ ପାଖକୁ ସହେି ଶକ୍ତି ପଠାନ୍ତି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்