Base Word
ἔμφοβος
Short Definitionin fear, i.e., alarmed
Long Definitionthrown into fear, terrified, affrighted
Derivationfrom G1722 and G5401
Same asG1722
International Phonetic Alphabetˈɛm.fo.βos
IPA modˈe̞ɱ.fow.vows
Syllableemphobos
DictionEM-foh-vose
Diction ModAME-foh-vose
Usageaffrighted, afraid, tremble

ଲୂକଲିଖିତ ସୁସମାଚାର 24:5
ସ୍ତ୍ରୀ ଲୋକମାନେ ଖୁବ୍ ଡରିଗଲେ। ସମାନେେ ତାହାଙ୍କର ମୁଣ୍ଡ ନୂଆଁଇଲେ। ସହେି ଦୁଇଜଣ ଦୂତ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ ଜଣେ ମୃତ ଲୋକକୁ ଏଠା ରେ କାହିଁକି ଖୋଜୁଛ? ଏହା ତ ମୃତ ଲୋକମାନଙ୍କର ସ୍ଥାନ।

ଲୂକଲିଖିତ ସୁସମାଚାର 24:37
ଏଥି ରେ ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଡରିଗଲେ। ସମାନେେ ଭାବିଲେ ଯେ, ସମାନେେ ଗୋଟିଏ ଭୂତ ଦେଖୁଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:4
କର୍ଣ୍ଣୀଲିୟ ତାହାଙ୍କ ଆଡ଼କୁ ଚାହିଁଲେ ଏବଂ ଭୟ ରେ କହିଲେ, ମହାଶୟ, ଆପଣ କ'ଣ ଚ଼ାହାଁନ୍ତି?

ରେରିତମାନଙ୍କ କାର୍ଯ୍ୟର ବିବରଣ 22:9
ମାେ ସହିତ ଥିବା ଲୋକମାନେ ମଧ୍ଯ ସହେି ଆଲୋକ ଦେଖି ପାରିଲେ। କିନ୍ତୁ ସମାନେେ ମାେତେ କୁହାୟିବା ବାକ୍ଯ ଶୁଣି ବୁଝି ପାରିଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:25
କିନ୍ତୁ ପାଉଲ ଯେତବେେଳେ ଧାର୍ମିକ ଜୀବନ, ଆତ୍ମସଂୟମ ଓ ଆଗାମୀ ବିଚ଼ାର ବିଷୟ ରେ କହିଲେ, ସେତବେେଳେ ଫଲେୀକ୍ସ୍ ଭୟଭୀତ ହାଇଗେଲେ। ଫଲେୀକ୍ସ୍ କହିଲେ, ବର୍ତ୍ତମାନ ତୁମ୍ଭେ ଯାଅ। ମାରେ ସମୟ ହେଲେ ମୁଁ ତୁମ୍ଭକୁ ଡ଼ାକିବି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:13
ଠିକ୍ ସହେି ସମୟରେ ଏକ ମହା ଭୂମିକମ୍ପ ହେଲା। ନଗରର ଏକ ଦଶମାଂଶ ନଷ୍ଟ ହାଇଗେଲା। ସାତ ହଜାର ଲୋକ ପ୍ରାଣ ହରାଇଲେ। ପ୍ରାଣ ହରାଇ ନ ଥିବା ଲୋକମାନେ ଅଧିକ ଭୟ କଲେ। ସମାନେେ ସ୍ବର୍ଗର ପରମେଶ୍ବରଙ୍କୁ ଗୌରବ ଦେଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்