Base Word
γάμος
Short Definitionnuptials
Long Definitiona wedding or marriage festival, a wedding banquet, a wedding feast
Derivationof uncertain affinity
Same as
International Phonetic Alphabetˈɣɑ.mos
IPA modˈɣɑ.mows
Syllablegamos
DictionGA-mose
Diction ModGA-mose
Usagemarriage, wedding

ମାଥିଉଲିଖିତ ସୁସମାଚାର 22:2
ଯୀଶୁ କହିଲେ, ସ୍ବର୍ଗରାଜ୍ଯ ହେଉଛି ନିଜ ପୁଅର ବିବାହ ଭୋଜି ପ୍ରସ୍ତୁତ କରିଥିବା ଜଣେ ରାଜାଭଳି।

ମାଥିଉଲିଖିତ ସୁସମାଚାର 22:3
ରାଜା କେତକେ ଲୋକଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କଲେ। ସବୁ ପ୍ରସ୍ତୁତ ହାଇେ ସାରିବା ପରେ ରାଜା ସହେି ଅତିଥିମାନଙ୍କୁ ଡ଼ାକିବାକୁ ଗ୍ଭକରମାନଙ୍କୁ ପଠାଇଲେ। କିନ୍ତୁ ସମାନେେ ରାଜାଙ୍କ ଭୋଜିକୁ ଆସିବାକୁ ମନା କରି ଦେଲେ।

ମାଥିଉଲିଖିତ ସୁସମାଚାର 22:4
ତା'ପରେ ରାଜା ଆଉ କିଛି ଚ଼ାକରଙ୍କୁ ପଠାଇଲେ। ରାଜା ଚ଼ାକରମାନଙ୍କୁ କହିଲେ, ' ଯେଉଁ ମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭମାନେେ ସମାନଙ୍କେୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମାରେ ଉତ୍ତମ ବଳଦ ଓ ମାଟୋ ପଶୁମାନଙ୍କୁ ମରାଯାଇଛି। ସବୁ କିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।'

ମାଥିଉଲିଖିତ ସୁସମାଚାର 22:8
ତା'ପରେ ରାଜା ଚ଼ାକରମାନଙ୍କୁ କହିଲେ, 'ବିବାହ ଭୋଜି ପ୍ରସ୍ତୁତ ହାଇେ ସାରିଛି, ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସମାନେେ ଅ ଯୋଗ୍ଯ ଥିଲେ।

ମାଥିଉଲିଖିତ ସୁସମାଚାର 22:9
ତେଣୁ ତୁମ୍ଭମାନେେ ନଗର ରାସ୍ତାକୁ ଯାଅ। ଯାହାକୁ ତେଖିବ ତାକୁ ବିବାହ ଭୋଜିକୁ ଡ଼ାକିଆଣ।'

ମାଥିଉଲିଖିତ ସୁସମାଚାର 22:10
ଚ଼ାକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସମାନେେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡ଼ାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ବାରା ପୁରିଗଲା।

ମାଥିଉଲିଖିତ ସୁସମାଚାର 22:11
ରାଜା ଅତିଥିମାନଙ୍କୁ ଦେଖିବାକୁ ଭିତରକୁ ଆସିଲେ। ସେ ସଠାେରେ ଗୋଟିଏ ଲୋକକୁ ବିବାହ ପୋଷାକ ନ ପିନ୍ଧି ଆସିଥିବାର ଦେଖିଲେ।

ମାଥିଉଲିଖିତ ସୁସମାଚାର 22:12
ରାଜା ତାହାଙ୍କୁ ପଚ଼ାରିଲେ, 'ବନ୍ଧୁ, ତୁମ୍ଭେ ବିବାହ ପୋଷାକ ନପିନ୍ଧି ଓ ଭିତରକୁ କମେିତି ଆସିଲ?' କିନ୍ତୁ ଲୋକଟି କିଛି କହିଲା ନାହିଁ।

ମାଥିଉଲିଖିତ ସୁସମାଚାର 25:10
ତେଣୁ ପାଞ୍ଚଜଣ ଯାକ ବୋକୀ ଝୀଅ ତଲେ କିଣିବାକୁ ଚ଼ାଲିଗଲେ। ସମାନେେ ଚ଼ାଲିଗଲାପରେ ବର ଆସିଲେ। ଯେଉଁ ଚ଼ତୁର ଝିଅଯାକ ପ୍ରସ୍ତୁତ ଥିଲେ, ସମାନେେ ବର ସହିତ ବିବାହ ଭୋଜିକୁ ଗଲେ। ତା'ପରେ କବାଟରେ ତାଲା ପଡ଼ିଗଲା।

ଲୂକଲିଖିତ ସୁସମାଚାର 12:36
ବିବାହ ଭୋଜିରୁ ଫରେି ମାଲିକ ଯେପରି ତୁମ୍ଭମାନଙ୍କୁ ପ୍ରସ୍ତୁତ ଦେଖନ୍ତି, ଏପରି ଚାକରମାନଙ୍କ ଭଳି ହୁଅ। କାରଣ ମାଲିକ ଫରେି ଆସି କବାଟ ବାଡଇବୋ ମାତ୍ ରେ ଚାକରମାନେ ସଙ୍ଗେସଙ୍ଗେ ମାଲିକକୁ ଦୁଆର ଫିଟଇେ ଦବେେ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்